ଭାରତୀ ଆଚରେକର

ଭାରତୀୟ ଅଭିନେତ୍ରୀ

ଭାରତୀ ଆଚରେକର ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ମରାଠୀ ଏବଂ ହିନ୍ଦୀ ଥିଏଟର, କଥାଚିତ୍ର ତଥା ଦୂରଦର୍ଶନରେ କାମ କରନ୍ତି ।[] ସେ ଭାରତୀୟ ଦୂରଦର୍ଶନ ଧାରାବାହିକ ୱାଗଲ୍ କି ଦୁନିଆରେ ଅଭିନୀ ଚରିତ୍ର ଶ୍ରୀମତୀ ୱାଗଲ୍ ପାଇଁ ଜଣାଶୁଣା ।[] ସେ ୱାଗଲ୍ କି ଦୁନିୟା - ନୟି ପୀଢ଼ି ନୟେ କିସ୍ସେରେ ରାଧିକା ୱାଗଲ୍ ଭାବରେ ଅଭିନୟ କରିଛନ୍ତି ।[][]

ଭାରତୀ ଆଚରେକର
ଜନ୍ମ (1957-10-15) ୧୫ ଅକ୍ଟୋବର ୧୯୫୭ (ବୟସ ୬୭)
ଶିକ୍ଷାନୁଷ୍ଠାନରାମନାରାୟଣ ରୁଇଆ କଲେଜ
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୦–ଏବେଯାଏଁ

ଅଭିନୟ ଜୀବନ

ସମ୍ପାଦନା

ଭାରତୀ ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ଏକ ହିନ୍ଦୀ ନାଟକ ଅପ୍ନେ ପରାୟେ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହି ନାଟକଟି ୧୯୧୭ ମସିହାରେ ପ୍ରକାଶିତ ହୋଇଥିବା ଶରତ ଚନ୍ଦ୍ରଙ୍କଦ୍ୱାରା ଲିଖିତ ବଙ୍ଗଳା ଉପନ୍ୟାସ ନିଷ୍କ୍ରିତି ଉପରେ ଆଧାରିତ ଥିଲା ।[]

  1. "बासु चटर्जी को याद करते हुए भारती आचरेकर ने कहा- 'फिल्ममेकिंग में था थिएटर का स्टाइल'". Dainik Jagran (in ହିନ୍ଦୀ). Retrieved 12 July 2020.
  2. "Bharti Achrekar makes a comeback - Times of India". The Times of India. Retrieved 26 June 2016.
  3. "Everything about Wagle ki Duniya ― Nayi Peedhi Naye Kissey". The Indian Express.
  4. "Actress Bharati Achrekar feels family support is essential in the pandemic". Tribuneindia News Service (in ଇଂରାଜୀ). Archived from the original on 8 October 2022. Retrieved 11 February 2022.
  5. "'Mard hoti toh collector hoti' — Basu Chatterjee's Apne Paraye is a study in family dynamics". ThePrint (in ଆମେରିକୀୟ ଇଂରାଜୀ). 16 January 2022. Retrieved 11 February 2022.

ବାହାର ଲିଙ୍କ୍

ସମ୍ପାଦନା