ଭାବନା ତଲୱାର୍ (ହିନ୍ଦୀ : भावना तलवार)ଜଣେ ଭାରତୀୟ ମହିଳା ଜର୍ଣ୍ଣାଲିଷ୍ଟ , ଯିଏ ପରେ ଫିଲ୍ମ  ନିର୍ଦ୍ଦେଶିକା ହେଇଥିଲେ । ତାଙ୍କର ପ୍ରଥମ ଫିଲ୍ମ " ଧରମ " ୨୦୦୭ ମସିହାରେ ନିର୍ମିତ ହେଇଥିଲା ଓ ଏହା ନର୍ଗିସ ଦତ୍ତ ପୁରସ୍କାର ପାଇଥିଲା । ଜାତୀୟ ସଂହତି  ଉପରେ ଆଧାରିତ ଏହି ଫିଲ୍ମ ବହୁ ପ୍ରଶଂସିତ ହେଇଥିଲା । [୧] ଏହା ପରେ ସେ " ହାପପୀ" ନାମକ ଫିଲ୍ମ ନିର୍ମାଣ କରିଥିଲେ । 

କାର୍ଯ୍ୟ ଜୀବନୀ  ସମ୍ପାଦନା

ସେ ତାଙ୍କର କାର୍ଯ୍ୟ ସାମ୍ବାଦିକ ଭାବରେ ଏସିଆନ ଏଜ ସଂବାଦପତ୍ରରେ ଆରଭ କରି ସେଥିରେ ସେ ଫିଲ୍ମ , ରଙ୍ଗମଞ୍ଚ , ଫେସନ , ଉପରେ ସମ୍ପାଦନା କରୁଥିଲେ । ପରେ ସେ ଏକ ବିଜ୍ଞାପନ ଫିଲ୍ମ ନିର୍ମାଣ[୨] କମ୍ପାନୀରେ ୮ ବର୍ଷ ଧରି କାର୍ଯ୍ୟ କରିଥିଲେ । ସେଠାରେ ସେ " The Rain-Reebok" ନାମକ ବିଜ୍ଞାପନ ଫିଲ୍ମ ନିର୍ମାଣ କରିଥିଲେ । ଏହି ଫିଲ୍ମ କ୍ୟାନ୍ସ ଉତ୍ସବ ପାଇଁ ମନୋନୀତ ହେଇଥିଲା । .[୩]

୨୦୦୭ ମସିହାରେ ସେ ତାଙ୍କର ପ୍ରଥମ ଫିଲ୍ମ " ଧାରମ " ପଙ୍କଜ କପୁର ଓ ସୁପ୍ରିୟା ପାଠକଙ୍କୁ ନେଇ ନିର୍ମାଣ କରିଥିଲେ । ଏହା କ୍ୟାନ୍ସ ଫିଲ୍ମ ଉତ୍ସବରେ ପ୍ରଦର୍ଶିତ ହେଇଥିଲା ।  [୪]

ଏହି ଫିଲ୍ମକୁ ଭାରତୀୟ ଭାଷାର ଫିଲ୍ମ ଭାବରେ ଅଫିସିଆଲ ପ୍ରବେଶିକା ଦିଆ ନ ଯିବାରୁ ସେ ଏଥିପାଇଁ କୌର୍ଟରେ କେସ କରି ବିବାଦୀୟ ହେଇପଡିଥିଲେ । [୫]


ପୁରସ୍କାର ସମୂହ  ସମ୍ପାଦନା

Karmaveer Puraskaar Noble Laureates,2008

ଆଧାର  ସମ୍ପାଦନା

  1. "55th NATIONAL FILM AWARDS FOR THE YEAR 2007" (PDF). Press Information Bureau (Govt. of India).
  2. Bhavna Talwar Profile Archived 2008-02-28 at the Wayback Machine. Bhavna Talwar on her film Dharm
  3. Bhavna Talwar , Creative Director Archived 2008-10-06 at the Wayback Machine. wsg pictures.
  4. Cannes World Premiere for Bhavna Talwar’s Dharm screenindia, The Indian Express Group.
  5. "India's entry to Oscars caught in a legal tangle". Reuters India. 2007-09-29. Archived from the original on 21 December 2007. Retrieved 2007-11-14.

ବାହାର ଲିଙ୍କ  ସମ୍ପାଦନା