ଭାବନଗର ଅମ୍ରେଲି ଜଙ୍ଗଲ

ଭାବନଗର ଅମ୍ରେଲି ଜଙ୍ଗଲ,  ଏସିଆଟିକ ସିଂହ ପାଇଁ ଏକ ସଂରକ୍ଷିତ ଅରଣ୍ୟ ।ଭାରତୀୟ ରାଜ୍ୟ ଗୁଜରାଟର  ଗିର ଜାତୀୟ ପାର୍କର ପୂର୍ବ ପଟେ ଅମ୍ରେଲି ଜିଲ୍ଲାରେ ଏହା ଅବସ୍ଥିତ ।ଏହା ସହିତ ନୂତନ ଯଶାଳ ଅଭୟାରଣ୍ୟର ମିଶ୍ରଣ ପରେ ସମୁଦାୟ ଅଞ୍ଚଳର ଆୟତନ 1600 ବର୍ଗ କିଲୋମିଟର ହେଲା । ଏହା ଗିର ଅଭୟାରଣ୍ୟଠାରୁ ମଧ୍ୟ ଆୟତନରେ ବଡ଼ ।  [୧] ଗୁଜରାଟ ସରକାର ସମସ୍ତ ସିଂହଙ୍କୁ ଏହି ଜଙ୍ଗଲକୁ ଆଣିବାକୁ ଚାହୁଥିଲେ ମଧ୍ୟ କେନ୍ଦ୍ର ସରକାର କିଛି ସିଂହ କୁନୋ ଜାତୀୟ ପାର୍କରେ ରଖିବାକୁ ପ୍ରସ୍ତାବ ଦେଇଛନ୍ତି । କାରଣ ଏକ ସ୍ଥାନରେ ରହିଲେ ହୁଏତ କିଛି ବ୍ୟାଧି ଯୋଗୁଁ ସମସ୍ତ ସିଂହ ନିପାତ ହୋଇଯିବେ । ତାଞ୍ଜାନିଆ ଦେଶର ସେରେଙ୍ଘେତି ଜାତୀୟ ପାର୍କରେ ସେପରି ଘଟଣା ହେଇ ସେଠାରେ ବହୁ ସଂଖ୍ୟାରେ ସିଂହ ମୃତ୍ୟୁ ବରଣ କରିଥିଲେ । . [୨]

ଏସୀୟ ସିଂହ ଗଣନା 2910 ଅନୁସାରେ  [୩]

District Male Female Cubs Total
ଅମ୍ରେଲି  28 40 40 108
ଭାବନଗର  11 11 11 33
ଜୁନାଗଡ 58 111 101 270
Total 97 162 152 411

ଏହି ସାରଣୀ ଅନୁସାରେ ଭାବନଗର ଓ ଅମ୍ରେଲି ଜଙ୍ଗଲରେ 141ଟି ସିଂହ ରହୁଛନ୍ତି । 

ଆଧାର  ସମ୍ପାଦନା

  1. "New sanctuary for lions to come up at Jesar". Archived from the original on 2013-11-02. Retrieved 2016-12-15.
  2. Gujarat works on alternative habitat for Asiatic lion
  3. "Asiatic Lion Distribution". Archived from the original on 2011-08-13. Retrieved 2016-12-15.

ବାହାର ଲିଙ୍କ  ସମ୍ପାଦନା