ଭାଗ୍ୟ

୧୯୬୫ର ଓଡ଼ିଆ କଥାଚିତ୍ର

ଭାଗ୍ୟ ୧୯୬୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମର ଗାଙ୍ଗୁଲି । ସଙ୍ଗୀତକାର ଲକ୍ଷ୍ମୀକାନ୍ତ ଶାନ୍ତରାମ କୁଦଲକାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଭାଗ୍ୟ
ନିର୍ଦ୍ଦେଶକଅମର ଗାଙ୍ଗୁଲି
କଳାକାରଗୌର ଘୋଷ
ସଙ୍ଗୀତଲକ୍ଷ୍ମୀକାନ୍ତ ଶାନ୍ତରାମ କୁଦଲକାର
ମୁକ୍ତିଲାଭ ତାରିଖ
୧୯୬୫
ଦେଶ ଭାରତ
ଭାଷାଓଡ଼ିଆ

ଗୌର ଘୋଷ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଲକ୍ଷ୍ମୀକାନ୍ତ ଶାନ୍ତରାମ କୁଦଲକାର । ଅକ୍ଷୟ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ନିର୍ମଳା ମିଶ୍ର, ଅକ୍ଷୟ ମହାନ୍ତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଛପି ଛପି ବାସନ୍ତି ରାତି (ପୁରୁଷ)[୧]"ଅକ୍ଷୟ ମହାନ୍ତି 
2."ଛପି ଛପି ବାସନ୍ତି ରାତି (ସ୍ତ୍ରୀ)"ନିର୍ମଳା ମିଶ୍ର 

ଆଧାର ସମ୍ପାଦନା

  1. "Bhagya (1965)". gaanaodia.com (in ଇଂରାଜୀ). Archived from the original on 23 June 2023. Retrieved 23 June 2023.

ବାହାର ଆଧାର ସମ୍ପାଦନା

  • ଇଣ୍ଟରନେଟ ମୁଭି ଡାଟାବେସରେ ଭାଗ୍ୟ