ଭର୍ଟେପୋର୍ଫିନ, ଭିସୁଡାଇନ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଓଦା ରୂପକ ବୟସ ସମ୍ବନ୍ଧୀୟ ମାକୁଲାର ଡିଜେନେରେସନ୍ ଏବଂ ତୀବ୍ର ସମୀପ ଦୃଷ୍ଟି ଯୋଗୁ ହେଉଥିବା କୋରଏଡାଲ ନିଓଭାସ୍କୁଲାରାଇଜେସନ ଚିକିତ୍ସା କରିବା ପାଇଁ ବ୍ୟବହୃତ ହୁଏ ।[୧] ଏହାକୁ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ଏବଂ ସକ୍ରିୟ କରିବା ପାଇଁ ଲେଜର ବ୍ୟବହାର କରାଯାଏ | [୧] [୨] ଗୋଟିଏ ମାତ୍ରା ଔଷଧ ଦେବା ପରେ ଉଭୟ ଆଖିର ଚିକିତ୍ସା କରାଯାଇପାରେ ।[୧]

ଭର୍ଟେପୋର୍ଫିନ
Clinical data
Trade namesVisudyne, others
AHFS/Drugs.commonograph
MedlinePlusa607060
data
Pregnancy
category
  • US: C (Risk not ruled out)
Routes of
administration
Intravenous
Legal status
Legal status
Identifiers
  • 3-[(23S,24R)-14-ethenyl-5-(3-methoxy-3-oxopropyl)-22,23-bis(methoxycarbonyl)-4,10,15,24-tetramethyl-25,26,27,28-tetraazahexacyclo[16.6.1.13,6.18,11.113,16.019,24]octacosa-1,3,5,7,9,11(27),12,14,16,18(25),19,21-dodecaen-9-yl]propanoic acid
Chemical and physical data
FormulaC41H42N4O8
Molar mass୭୧୮.୮୧ g·mol−1
3D model (JSmol)
  • COC(=O)CCC=1C(C)=C2C=C6N=C(C=C4NC(=CC3=NC(=CC=1N2)C(CCC(O)=O)=C3C)C(C=C)=C4C)C5=CC=C(C(=O)OC)[C@@H](C(=O)OC)[C@]56C
  • InChI=1S/C41H42N4O8/c1-9-23-20(2)29-17-34-27-13-10-26(39(49)52-7)38(40(50)53-8)41(27,5)35(45-34)19-30-22(4)25(12-15-37(48)51-6)33(44-30)18-32-24(11-14-36(46)47)21(3)28(43-32)16-31(23)42-29/h9-10,13,16-19,38,43,45H,1,11-12,14-15H2,2-8H3,(H,46,47)/b31-16-,33-18-,34-17-,35-19-/t38-,41+/m0/s1 checkY
  • Key:ZCQHFRFEJXRZDF-YWANUUMDSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ୍ ନେଇଥିବା ସ୍ଥାନରେ ଯନ୍ତ୍ରଣା ଏବଂ ଦୃଷ୍ଟି ପରିବର୍ତ୍ତନ ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଣନିଶ୍ୱାସ, ମୁଣ୍ଡବିନ୍ଧା, ଥକାପଣ ଏବଂ ଜ୍ୱର ହୋଇପାରେ ।[୨] ତୀବ୍ର ପର୍ଫିରିଆ ରୋଗୀଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୨] ଏହା ଏକ ବେଞ୍ଜୋପରଫିରିନ୍ ବ୍ୟୁତ୍ପନ୍ନ ଔଷଧ।[୩] ଥରେ ସକ୍ରିୟ ହୋଇଗଲେ ଏହା ସେହି ଅଞ୍ଚଳରେ ଅମ୍ଳଜାନ ଅଣୁ ସୃଷ୍ଟି କରେ ଯାହା ଅତ୍ୟଧିକ ରକ୍ତନଳୀ ମାନଙ୍କୁ ଅବରୋଧ କରିଥାଏ ।[୧]

୨୦୦୦ ମସିହାରେ ୟୁରୋପରେ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଭର୍ଟେପୋର୍ଫିନ୍ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଜ୍ୟରେ ଏକ ୧୫ ମିଗ୍ରା ଭାଏଲର ମୂଲ୍ୟ ୨୦୨୧ ସୁଦ୍ଧା ୮୫୦ ପାଉଣ୍ଡ ଥିଲା ।[୨] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ଡଲାର ଅଟେ ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Visudyne". Archived from the original on 27 May 2021. Retrieved 13 September 2021.
  2. ୨.୦ ୨.୧ ୨.୨ ୨.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1256. ISBN 978-0-85711-369-6.{{cite book}}: CS1 maint: date format (link)
  3. ୩.୦ ୩.୧ ୩.୨ "Verteporfin Monograph for Professionals". Drugs.com (in ଇଂରାଜୀ). Archived from the original on 22 May 2021. Retrieved 13 September 2021.
  4. "Visudyne Prices, Coupons & Patient Assistance Programs". Drugs.com (in ଇଂରାଜୀ). Retrieved 13 September 2021.