ବ୍ୟାସେ ଶୁଣୁଛ
୨୦୨୨ର କ୍ଷୁଦ୍ର ଓଡ଼ିଆ କଥାଚିତ୍ର
ବ୍ୟାସେ ଶୁଣୁଛ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କ୍ଷୁଦ୍ର ଚଳଚ୍ଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୋମେଶ ମହାପାତ୍ର ଓ ଆଶୁତୋଷ ପଣ୍ଡା ।[୧] ସୁମିତ ପଣ୍ଡା ଏହି କଥାଚିତ୍ରଟିର କାହାଣୀ, ସଂଳାପ ଓ ଗୀତ ରଚନା କରିଥିଲେ ।[୨] ନିର୍ଦ୍ଦେଶକ ସିଦ୍ଧାର୍ଥ ଗୌତମ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବନି ମହାନ୍ତି ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୩]
ବ୍ୟାସେ ଶୁଣୁଛ | |
---|---|
ନିର୍ଦ୍ଦେଶକ | ସିଦ୍ଧାର୍ଥ ଗୌତମ |
ପ୍ରଯୋଜକ | ସୋମେଶ ମହାପାତ୍ର ଆଶୁତୋଷ ପଣ୍ଡା |
ସଂଳାପ | ସୁମିତ ପଣ୍ଡା |
ଚିତ୍ରନାଟ୍ୟ | ସିଦ୍ଧାର୍ଥ ଗୌତମ |
କାହାଣୀ | ସୁମିତ ପଣ୍ଡା |
କଳାକାର | ଦ୍ୱୀପନ୍ୱିତ ଦାଶମହାପାତ୍ର |
ସଙ୍ଗୀତ | ବନି ମହାନ୍ତି |
ଚିତ୍ରଗ୍ରହଣ | ବିଶ୍ୱଜିତ କୁଲଡି |
ସମ୍ପାଦକ | ସିଦ୍ଧାର୍ଥ ଗୌତମ |
ମୁକ୍ତିଲାଭ ତାରିଖ | ୨୫ ସେପ୍ଟେମ୍ବର ୨୦୨୨ |
କଥାଚିତ୍ରର ସମୟ | ୧୨ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଦ୍ୱୀପନ୍ୱିତ ଦାଶମହାପାତ୍ର ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ, ଯାହାକି ଆଧୁନିକ ସମୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ କରାଯାଇଥିବା କିଛି ପ୍ରଶ୍ନକୁ ନେଇ ନିର୍ମିତ ହୋଇଥିଲା ।[୩]
ଅଭିନୟ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାବନି ମହାନ୍ତି ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ କଣ୍ଠଦାନ କରିଥିଲେ । ଗୀତିକାର ସୁମିତ ପଣ୍ଡା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୩]
ଗୀତ
ସମ୍ପାଦନାକ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଧୀରେ ଧୀରେ" | ସୁମିତ ପଣ୍ଡା | ବନି ମହାନ୍ତି |
ଆଧାର
ସମ୍ପାଦନା- ↑ Mishra, Sree (2022-09-26). ""Byase sunucha" Odia short film conveys message to youth generation". The News Insight (in ଆମେରିକୀୟ ଇଂରାଜୀ). Retrieved 2024-02-10.
- ↑ "Odians Originals with Amara Muzik Odia launches their next short film, "BYAASE SUNUCHA" Read more At: https://www.aninews.in/news/business/business/odians-originals-with-amara-muzik-odia-launches-their-next-short-film-byaase-sunucha20221019135223/". ANI News (in Indian English). 19 October 2022. Retrieved 10 February 2024.
{{cite news}}
: External link in
(help)|title=
- ↑ ୩.୦ ୩.୧ ୩.୨ ସାମନ୍ତରାୟ, ତୁଷାର (2 October 2022). "ଦର୍ଶକଙ୍କ ମନ ଜିଣୁଛି ଓଡ଼ିଆ ସର୍ଟ ଫିଲ୍ମ 'ବ୍ୟାସେ ଶୁଣୁଛ' । ଭାଇରାଲ ହେବାରେ ଲାଗିଛି ୧୨ ମିନିଟର ଭିଡିଓ". Kanak News. Archived from the original on 10 February 2024. Retrieved 10 February 2024.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବ୍ୟାସେ ଶୁଣୁଛ
- ୟୁ-ଟବ୍ରେ ଭିଡିଓ