ବ୍ୟାପିନଥିବା ନଳୀ କର୍କଟ

ଏହାହେଉଛି ସ୍ତନର ଏକ ପୂର୍ବବର୍ତ୍ତୀ-କର୍କଟ ବା ଅଣ-ଆକ୍ରମଣକାରୀ କର୍କଟ ରୋଗ ।

ବ୍ୟାପିନଥିବା ନଳୀ କର୍କଟ (ଇଂରାଜୀ ଭାଷାରେ Ductal carcinoma in situ, ଡିଆଇସିଏସ/ DCIS ) ବା ଇଣ୍ଟ୍ରାଡକ୍ଟାଲ୍ କାରସିନୋମା) ହେଉଛି ସ୍ତନର ଏକ ପୂର୍ବବର୍ତ୍ତୀ-କର୍କଟ ବା ଅଣ-ଆକ୍ରମଣକାରୀ କର୍କଟ ରୋଗ ।[] [] ଏହ ରୋଗ କ୍ୱଚିତ୍ ଲକ୍ଷଣ ସୃଷ୍ଟି କରେ ଯାହା ସାଧାରଣତଃ ମାମୋଗ୍ରାଫି ସ୍କ୍ରିନିଂଦ୍ୱାରା ଚିହ୍ନଟ ହୁଏ, ଯଦିଓ ବେଳେବେଳେ ସ୍ତନାଗ୍ର ସ୍ରାବ ନିପଲ୍ ଡିସଚାର୍ଜ, ସ୍ତନାଗ୍ରରେ ଲାଲିମା, କିମ୍ବା ସ୍ତନ ପିଣ୍ଡୁଳାହୋଇପାରେ[] [] ପ୍ରାୟ ୨୦% ମାମଲା ଆକ୍ରମଣକାରୀ ସ୍ତନ କର୍କଟରେ ବିକଶିତ ହୁଏ; ଯଦିଓ ଦୀର୍ଘ ସମୟର ଅନୁସରଣ ସମୟରେ ଏହା ଚିକିତ୍ସା ବିନା ୬୦% ପର୍ଯ୍ୟନ୍ତ ହୋଇପାରେ ।[] []

Breast cancer in situ
Intraductal carcinoma, ductal intraepithelial neoplasia[]
Ducts of the mammary gland, the location of ductal carcinoma
ବିଭାଗOncology
ଲକ୍ଷଣNone, nipple discharge, rash at the nipple, breast lump[]
ବିପଦ କାରକOlder age, family history, not having children, genetics[][]
ରୋଗ ନିର୍ଣ୍ଣୟ ପଦ୍ଧତିMammogram, biopsy[]
ସଠିକ ରୋଗ ନିର୍ଣ୍ଣୟInvasive breast cancer[]
ଚିକିତ୍ସାSurgery, radiation therapy, hormone therapy[]
PrognosisGood[]
ପୁନଃପୌନିକ>60,000 women/yr (USA)[]

ବିପଦ କାରକଗୁଡ଼ିକ ମଧ୍ୟରେ ବୟସ୍କ ମହିଳା, ପାରିବାରିକ ଇତିହାସ, ସନ୍ତାନ ହେଉ ନଥିବା ଏବଂ ବିଆରସିଏ୧ (BRCA1) ଏବଂ ବିଆରସିଏ୨ (BRCA2) ଜେନେଟିକ ପରିବର୍ତ୍ତନ ଅନ୍ତର୍ଭୁକ୍ତ ଅଟେ ।[] [] ଅସ୍ୱାଭାବିକ ଜୀବକୋଷଗୁଡ଼ିକ କେବଳ ସ୍ତନ ନଳୀ ମଧ୍ୟରେ ଦେଖାଯାଏ; ଯଦିଓ ଏହା ସ୍ତନର ଏକ ବଡ଼ କ୍ଷେତ୍ର ସହିତ ଜଡିତ ହୋଇପାରେ ।[୧୦] ରୋଗ ନିର୍ଣ୍ଣୟ ସାଧାରଣତଃ ସନ୍ଦେହ କରାଯାଏ ଯେତେବେଳେମାମୋଗ୍ରାଫିରେ କାଲସିଅମ ଉପସ୍ଥିତି ମିଳିଥାଏ ଓ ନିଶ୍ଚିତ କରିବା ପାଇଁ ତନ୍ତୁ ବାୟୋପ୍ସି କରାଯାଏ ।[] [] ଏହା ଷ୍ଟେଜ୍ ୦ କର୍କଟ ଶ୍ରେଣୀଭୁକ୍ତ କରାଯାଇଛି ଏବଂ ନିମ୍ନ ଶ୍ରେଣୀଠାରୁ ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ହୋଇପାରେ ।[]

ଏହାର ଚିକିତ୍ସାରେ ସାଧାରଣଃ ଲମ୍ପେକ୍ଟୋମି କିମ୍ବା ମାଷ୍ଟେକ୍ଟୋମି ଅସ୍ତ୍ରୋପଚାର କରାଯାଏ ।[] ଅନ୍ୟାନ୍ୟ ଚିକିତ୍ସାରେ ଯାହା ରାଡିଏସନ୍ ଥେରାପି ଏବଂ ହରମୋନ୍ ଥେରାପି କରାଯାଇ ପାରେ ।[] ଉପ‌ଯୁକ୍ତ ଚିକିତ୍ସାରେ ଆୟୁଷ ସାଧାରଣ ରହେ; ସ୍ୱାଭାବିକ; ଯଦିଓ ୨୦ ବର୍ଷରୁ ଅଧିକ ସ୍ତନ କର୍କଟରୁ ମୃତ୍ୟୁ ଆଶଙ୍କା ପ୍ରାୟ ୩% ଅଧିକ ରହେ ।[]

ଯୁକ୍ତରାଷ୍ଟ୍ରର ୬୦,୦୦୦ରୁ ଅଧିକ ମହିଳା ଏବଂ ଯୁକ୍ତରାଜ୍ୟରେ ୭,୦୦୦ରୁ ଅଧିକ ଡକ୍ଟାଲ୍ କାରସିନୋମା ଇନ ସିଟୁ ରୋଗ ନିର୍ଣ୍ଣୟ କରାଯାଏ। [] [] ଏହା ମହିଳାମାନଙ୍କରେ ପ୍ରାୟ ୨୫% ସ୍ତନ କର୍କଟ ଏବଂ ପ୍ରାୟ ୧୦% ପୁରୁଷ ସ୍ତନ କର୍କଟ ପ୍ରତିନିଧିତ୍ୱ କରେ ।[] [୧୧] ସ୍କ୍ରିନିଂ ପ୍ରୋଗ୍ରାମ ଆରମ୍ଭ ହେବା ପରେ ଏହି ହାର ୫%ରୁ କମ୍ ବୃଦ୍ଧି ପାଇଛି ।[] କର୍କଟ ଭଳି ଏହାର ସ୍ଥିତି ଉପରେ ମତଭେଦ ଅଛି; ସ୍ତନ କର୍କଟ ପରିସଂଖ୍ୟାନ ଗଣନା କରିବାବେଳେ କେତେକ ଶରୀର ସହିତ ଡିଆଇସିଏସ ଅନ୍ତର୍ଭୁକ୍ତ ହୋଇଥିବାବେଳେ ଅନ୍ୟମାନେ ତାହା କରନ୍ତି ନାହିଁ ।[୧୨]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Ductal carcinoma in situ (DCIS)". www.cancerresearchuk.org (in ଇଂରାଜୀ). Archived from the original on 3 October 2023. Retrieved 17 January 2024.
  2. ୨.୦ ୨.୧ ୨.୨ ୨.୩ Radswiki, The. "Ductal carcinoma in situ | Radiology Reference Article | Radiopaedia.org". Radiopaedia. Archived from the original on 17 December 2023. Retrieved 17 January 2024.
  3. ୩.୦ ୩.୧ ୩.୨ ୩.୩ ୩.୪ Tomlinson-Hansen, S; Khan, M; Cassaro, S (January 2023). "Breast Ductal Carcinoma in Situ". StatPearls. PMID 33620843. Archived from the original on 2023-12-22. Retrieved 2024-01-17.
  4. ୪.୦ ୪.୧ "Breast cancer in situ - Symptoms, diagnosis and treatment | BMJ Best Practice US". bestpractice.bmj.com. Archived from the original on 4 February 2022. Retrieved 17 January 2024.
  5. ୫.୦ ୫.୧ ୫.୨ ୫.୩ van Seijen, M; Lips, EH; Thompson, AM; Nik-Zainal, S; Futreal, A; Hwang, ES; Verschuur, E; Lane, J; Jonkers, J (August 2019). "Ductal carcinoma in situ: to treat or not to treat, that is the question". British journal of cancer. 121 (4): 285–292. doi:10.1038/s41416-019-0478-6. PMID 31285590.
  6. Sinn, HP; Kreipe, H (May 2013). "A Brief Overview of the WHO Classification of Breast Tumors, 4th Edition, Focusing on Issues and Updates from the 3rd Edition". Breast Care. 8 (2): 149–154. doi:10.1159/000350774. PMC 3683948. PMID 24415964.
  7. Hindle, William H. (1999). Breast care: a clinical guidebook for women's primary health care providers. New York: Springer. p. 129. ISBN 9780387983486.
  8. Jones, Calley (12 October 2022). "Ductal Carcinoma In Situ: The Weight of the Word "Cancer"". American Association for Cancer Research (AACR) (in ଇଂରାଜୀ). Archived from the original on 1 October 2023. Retrieved 17 January 2024.
  9. Hoffman, Abigail W.; Ibarra-Drendall, Catherine; Espina, Virginia; Liotta, Lance; Seewaldt, Victoria (June 2012). "Ductal Carcinoma In Situ: Challenges, Opportunities, and Uncharted Waters". American Society of Clinical Oncology Educational Book (32): 40–44. doi:10.14694/EdBook_AM.2012.32.228.
  10. "Breast Cancer - Gynecology and Obstetrics". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 11 November 2023. Retrieved 17 January 2024.
  11. Nofal MN, Yousef AJ (December 2019). "The diagnosis of male breast cancer". The Netherlands Journal of Medicine. 77 (10): 356–359. PMID 31880271. Archived from the original on 2023-01-29. Retrieved 2024-01-17.
  12. "Breast Cancer Screening (PDQ®) - NCI". www.cancer.gov (in ଇଂରାଜୀ). 15 December 2023. Archived from the original on 26 September 2023. Retrieved 17 January 2024.