ମୁଁ ଗିରିଜା ଶଙ୍କର ଦାସ । ବର୍ତ୍ତମାନ ମୁଁ ବରିପଦା ର ଉତ୍ତର ଓଡିଶା ବିଶ୍ଵବିଦ୍ୟାଳୟ ରେ ଏମ୍. ଟେକ୍. ଅଧ୍ୟୟନ କରୁଅଛି । ମୁଁ ଜଣେ କମ୍ପ୍ୟୁଟର ଇଂଜିନିୟରିଂ(ବି. ଟେକ୍.) ସ୍ନତକ ।