ବ୍ୟବହାରକାରୀ:Ssgapu22/ମହାତ୍ମା ଗାନ୍ଧୀ ଗଣସମ୍ପାଦନା
ମହାତ୍ମା ଗାନ୍ଧୀ ଗଣ-ସମ୍ପାଦନା
୩୦ ସେପ୍ଟେମ୍ବର – ୨ ଅକ୍ଟୋବର ୨୦୨୩
ପ୍ରସଙ୍ଗ ତାଲିକା
ଗଣସମ୍ପାଦନାର ନିୟମ
- ଏହି ଗଣ-ସମ୍ପାଦନାରେ ମହାତ୍ମା ଗାନ୍ଧୀଙ୍କ ପରିବାର ତଥା ତାଙ୍କ ସହିତ ଜଡ଼ିତ ବିଷୟ ଓ ଲୋକଙ୍କ ଉପରେ ପ୍ରସଙ୍ଗ ତିଆରି କରିପାରିବେ ।
- ଏହି ତାଲିକାରୁ ପ୍ରସଙ୍ଗ ବାଛିପାରିବେ କିମ୍ବା ଗାନ୍ଧୀବାଦୀ ବ୍ୟକ୍ତିତ୍ୱଙ୍କ ଉପରେ ମଧ୍ୟ ଲେଖିପାରିବେ ।
- ପ୍ରସଙ୍ଗଗୁଡ଼ିକ ଇଂରାଜୀ ବା ଅନ୍ୟ ଭାଷାର ଉଇକିପିଡ଼ିଆରୁ ଓଡ଼ିଆକୁ ଅନୁବାଦ କରିପାରିବେ ।
- ନୂଆ ପ୍ରସଙ୍ଗ ଗଢ଼ୁଥିଲେ ପ୍ରସଙ୍ଗରେ ୨ ବା ତହିଁରୁ ଅଧିକ ବିଭାଗ ରଖିବେ । ପ୍ରତି ବିଭାଗରେ ନିହାତି ଆବଶ୍ୟକ ତଥ୍ୟ ଦେବେ । ଅତି କମରେ ୫-୧୦ଟି ବାକ୍ୟ ରହିବା ବିଧେୟ ।
- ଆଧାର ଭରସାଯୋଗ୍ୟ (ପ୍ରତିଷ୍ଠିତ ଖବରକାଗଜ, ଜଣାଶୁଣା ବହି ଓ ପତ୍ରପତ୍ରିକା, ୱେବସାଇଟ ଜର୍ଣ୍ଣାଲ ଆଦି ସାଧାରଣତଃ ଗ୍ରହଣୀୟ; ବ୍ୟକ୍ତିଗତ ବ୍ଲଗ କିମ୍ବା ମନ୍ତବ୍ୟ ଅଯୋଗ୍ୟ) ହେବା ନିତାନ୍ତ ଆବଶ୍ୟକ ।
ଆୟୋଜକ
ଅଂଶଗ୍ରହଣ କରିଥିବା ଉଇକିଆଳି
ପ୍ରସଙ୍ଗ Submit କରନ୍ତୁ
ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିସାରିବାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ । ଏଥିସହ ଅଧିକ ତଥ୍ୟ ପାଇଁ ସହାୟତା ପୃଷ୍ଠା ଦେଖିପାରିବେ ।
ଫଳାଫଳ
ଗଣ-ସମ୍ପାଦନା ପରେ ଏଠାରେ ଫଳାଫଳ ଲେଖାଯିବ ।
ଦରକାରୀ ଲିଙ୍କ
}}