ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିର:-
ଏହା ଓଡିଶାର ରାଜଧାନୀ ଭୁବନେଶ୍ୱରଠାରୁ ୧୪୦ କି.ମି ,ଗଂଜାମର ବ୍ରହ୍ମପୁରଠାରୁ ୫୦ କି.ମି ,ପୋଲସରାଠାରୁ ମାତ୍ର ୪ କି.ମି ଦୂରରେ ମଥୁରା ଗ୍ରାମର ହାତୀବାରି ପର୍ବତର ପାଦଦେଶରେ ଅବସ୍ଥିତ।