ବ୍ୟବହାରକାରୀ:Raj K. Mohapatra (Puri)/ଜାନକୀ ବଲ୍ଲଭ ଦାଶ

ଜାନକୀ ବଲ୍ଲଭ ଦାଶ
ଜନ୍ମ(1960-04-06)୬ ଅପ୍ରେଲ ୧୯୬୦
ଜାତୀୟତାଭାରତୀୟ
ବୃତ୍ତିଅବସରପ୍ରାପ୍ତ ସରକାରୀ କର୍ମଚାରୀ
ଉଲ୍ଲେଖନୀୟ କୃତିବିଦଗ୍ଧ ଶତକ, ବିରହ ଶତକ
ପିତାମାତାଜଳନ୍ଧର ଦାଶ, ଶୈଳବାଳା ଦାଶ

ଜାନକୀ ବଲ୍ଲଭ ଦାଶ (୬ ଅପ୍ରେଲ ୧୯୬୦) ଜଣେ ଭାରତୀୟ ଓଡ଼ିଆ କବି, ଗାଳ୍ପିକ, ଗୀତିକାର ଓ ଶିଶୁ ସାହିତ୍ୟିକ ।

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ଜାନକୀ ବଲ୍ଲଭଙ୍କ ଜନ୍ମ ପୁରୀ ଜିଲ୍ଲାର ପିପିଲି ଅନ୍ତର୍ଗତ ତେଇଶିପୁର ଗ୍ରାମରେ । ପ୍ରାଚୀନ କାବ୍ୟ କବିତାରେ ରୁଚି ରଖୁଥିବା ଜାନକୀ ଅବସର ପରେ ନିଜର ସଂପୂର୍ଣ୍ଣ ସମୟକୁ ସାହିତ୍ୟ ସାଧନାରେ ବିନିଯୋଗ କରିଛନ୍ତି । ନିଜ ଦିବଂଗତା ପତ୍ନୀ ସବିତାଙ୍କ ସ୍ମୃତିରେ ସେ ସବିତା ସ୍ମୃତି ସାହିତ୍ୟ ସଂସଦ ଗଠନ କରିଛନ୍ତି ।

ରଚନାବଳୀ

ସମ୍ପାଦନା
  • ବିଦଗ୍ଧ ଶତକ ୨୦୨୧
  • ବିରହ ଶତକ ୨୦୨୧
  • ବିଦୀର୍ଣ୍ଣ ହୃଦୟ ୨୦୨୧
  • ଚିତ୍ରିତ କାନଭାସ ୨୦୨୨
  • ଭକ୍ତି ନୈବେଦ୍ୟ ୨୦୨୩
  • ଭକ୍ତି ସଂଗୀତ ୨୦୨୩
  • ନିସ୍ତବ୍ଧ ଶର୍ବରୀ ୨୦୨୪
  • ଯୋଜନାର ଅନ୍ତରାଳେ ୨୦୨୩
  • ଅଳସ ଅପରାହ୍ନ ୨୦୨୩

ଶିଶୁ ସାହିତ୍ୟ

ସମ୍ପାଦନା
  • କଥା ପୁରୁଣା ଅସଲି ସୁନା (ଗଳ୍ପ)
  • ମଝିଆଁ ବୁଢା ୨୦୨୪ (ଗଳ୍ପ)
  • ଅକଲ ମକଲ ଟକଲ ଟିଆଁ (କବିତା)