ମୁଁ ରାଧାମାଧବ ଷଡ଼ଙ୍ଗୀ, ସମିୟା ନାଇ ଥିବରୁ ଏବେ କାମ ନାଇ କରିପାରିବା କେ।



କିଏ ଜଣେ ଓଡ଼ିଆ ଉଇକିପିଡ଼ିଆ Administrator ସଭ୍ୟ, ଉପରୋକ୍ତ ଅସଭ୍ୟ ଉକ୍ତି ମୋ ବ୍ୟବହାରକାରୀ ପୃଷ୍ଠାରେ ଲେଖିଛି. ବୋଧେ ଇ ସବୁ କଲେ ତାହେକେ କମିସନ ମିଲୁଥିବା.

ମୁଇଁ ରାଧାମାଧବ ଷଡ଼ଙ୍ଗୀ, ମୁଇଁ ଯେତେବେଲେ ସମିୟା ଟିକେ ପାଏସିଁ କି କିଛି ଭୁଲ ଭଟକା ଦେଖସିଁ, ଉଇକିପିଡ଼ିଆରେ edit କରସିଁ କାରଣ ମୁଇଁ ଖାଲି ନାଇଁ ବସି କି ହେ Administrator ବାଗିର ଉଇକିପିଡ଼ିଆ ମୋର ଏକଲା ଜୀବକା ନୁହେ. ଉଇକିପିଡ଼ିଆ ମୋର passion ଆଏ, ହେଲେ ମୋର profession ଅଲଗା. Hobby କେ ଖାଲି ସମିୟାରେ କରା ଯାଏସି.