ନମସ୍କାର ମୁ ଗୁରକୁଲ ସାହୁ ଜନ୍ମ ଗ୍ରହଣ କରିଥିଲି ୨୦୦୮ ରେ। ବର୍ତ୍ତମାନ dav public school ରେ ଦଶମ ଶ୍ରେଣୀର ପଢୁଛି। ମୋ ଘର ନୟାବଜାର, ପୋତପୋଖରୀ, କଟକ