ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଯୋଗ ଦିଅନ୍ତୁ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟ ସମସ୍ୟା ସମ୍ବନ୍ଧୀୟ ପ୍ରସଙ୍ଗମାନ ଲେଖିବାରେ ସାହାଯ୍ୟ କରନ୍ତୁ !

ଅବଧି:୧ ଅକ୍ଟୋବର ୨୦୧୮ରୁ ୩୧ ଅକ୍ଟୋବର ୨୦୧୮


ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮ରେ ଯୋଗ ଦିଅନ୍ତୁ ଏବଂ ଉଇକିପିଡ଼ିଆ ମାଧ୍ୟମରେରେ ମହିଳାଙ୍କ ସ୍ୱାସ୍ଥ୍ୟସମସ୍ୟା ଦିଗରେ ଅଧିକରୁ ଅଧିକ ସଚେତନତା ସୃଷ୍ଟିରେ ସାହାଯ୍ୟ କରନ୍ତୁ !
ଅବଧି:୧ ଅକ୍ଟୋବର ୨୦୧୮ରୁ ୩୧ ଅକ୍ଟୋବର ୨୦୧୮

ଉଇକିପିଡ଼ିଆ:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା/ଆଲୋଚନା
ଉଇକିପିଡ଼ିଆ:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା/ସୂଚନା ନୂଆ ଗଢ଼ାଯାଇଥିବା ପ୍ରସଙ୍ଗ ଏବଂ ଉନ୍ନତ କରାଯାଇଥିବା ପ୍ରସଙ୍ଗର ନାମ ଏବଂ ସେଥିରେ ଅବଦାନ କରିଥିବା ଉଇକିଆଳିଙ୍କ ନାମର ତାଲିକା ଏଠାରେ ରଖାଯିବ । ଆୟୋଜକ ଉଇକିପିଡ଼ିଆ:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା/ସହାୟତା

ମୁଖ୍ୟ ବିଷୟାଵଳୀ ସମ୍ପାଦନା

  • ମହିଳାଙ୍କ ଶାରୀରିକ ସ୍ୱାସ୍ଥ୍ୟ
  • ମହିଳାଙ୍କ ମାନସିକ ସ୍ୱାସ୍ଥ୍ୟ
  • ମହିଳାଙ୍କ ସାମାଜିକ ସ୍ୱାସ୍ଥ୍ୟ

ଅନଲାଇନ ଆଧାର ସୂଚୀ ସମ୍ପାଦନା

ନୂଆ ଗଢ଼ାଯିବାକୁ ଥିବା ପ୍ରସଙ୍ଗ ସମ୍ପାଦନା

  ଏହି ଉଇକିଆଳିଙ୍କର ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନାରେ ଅବଦାନ ରହିଛି ।
 [[|ମୁଖ୍ୟପୃଷ୍ଠା]] [[|ଆଲୋଚନା]] [[|ସୂଚନା]] [[|ସହାୟତା]] [[|ଅଂଶଗ୍ରହଣ କରିଥିବା ଉଇକିଆଳୀ]] 
 
 

ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮


ଉଇକିପିଡ଼ିଆ
ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା

...

{

ନିୟମ

  1. ଏହି ଗଣସମ୍ପାଦନା କେବଳ ମହିଳାସ୍ୱାସ୍ଥ୍ୟ ଉପରେ ଆଧାରିତ, ଅଧିକ ଜାଣିବା ପାଇଁ ସହାୟତା ପୃଷ୍ଠା ଦେଖନ୍ତୁ ।
  2. ଗଣସମ୍ପାଦନା ୧ ଅକ୍ଟୋବର ୨୦୧୮ରୁ ୩୧ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ଚାଲିବ । (ବର୍ତ୍ତମାନର ସମୟ : ୦୫:୧୭, ୨୬ ଅପ୍ରେଲ ୨୦୨୪ (UTC))
  3. ନୂତନ ପ୍ରସଙ୍ଗ ତିଆରି ସହିତ ପୁରୁଣା ପ୍ରସଙ୍ଗଗୁଡ଼ିକର ଉନ୍ନତିକରଣ ଏବଂ ସେଥିରେ ଛବି ଓ ଆଧାର ଯୋଡ଼ିବା କାର୍ଯ୍ୟ ମଧ୍ୟ କରାଯିବ ।
  4. ଏହି ଗଣସମ୍ପାଦନାରେ ପ୍ରସ୍ତୁତ ହୋଇଥିବା ପ୍ରସଙ୍ଗ ଉତ୍ତମ ଉଇକିପିଡ଼ିଆ ପ୍ରସଙ୍ଗ ନିୟମାବଳୀ* ଅନୁସାରେ ହେବା ଆବଶ୍ୟକ ।