ବ୍ୟବହାରକାରୀ:DashNistha/ନବକଳେବର ଗଣସମ୍ପାଦନା ପ୍ରକଳ୍ପ
କାମ
ସମ୍ପାଦନା- ପ୍ରସଙ୍ଗ ତାଲିକା: ଉଇକିପିଡ଼ିଆ:ନବକଳେବର ଗଣସମ଼୍ପାଦନାରେ ତିଆରି ହେବାକୁଥିବା ଲେଖା।
- ପ୍ରଚାର: ଉଇକିପିଡିଆ ସାଇଟ ନୋଟିସରେ ଏବଂ ସୋସିଆଲ ମିଡିଆ ସାଇଟରେ ଏବଂ ଡାଇରେକ୍ଟ ମେସେଜ ମାଧ୍ୟମରେ
- ଅବଦାନକାରୀଙ୍କ ପଞ୍ଜୀକରଣ
- ସହାୟତା ପୃଷ୍ଠା (ଆଧାର ସଂଗ୍ରହ, କନଭର୍ଟର,ତଥ୍ୟ କେଉଁଠାରୁ ପାଇବେ ସହଯୋଗ ଇତ୍ୟାଦି)
- ଅବଦନକାରୀଙ୍କ ଅବଦାନ ଆକଳନ ଏବଂ ପରିଚାଳକଙ୍କ ଦ୍ୱାରା ମନୋନୟନ
- ପୁରସ୍କାର ବିତରଣ
ପୁରସ୍କାର ପାଇବା ପାଇଁ ଯୋଗ୍ୟତା:
ସମ୍ପାଦନାସର୍ବନିମ୍ନ ଯୋଗ୍ୟତା:ଅବଦାନ ପାଇଁ ପଞ୍ଜୀକରଣ ସହ ୫୦ ପଏଣ୍ଟ, ଦିନକୁ ଅନୁନ୍ୟ ଥରେ ସମ୍ପାଦନା କିମ୍ବା ୩୦ଟି ସମ୍ପାଦନା/ପ୍ରତି ସାପ୍ତାହ ମାସେ(ଗଣସମ୍ପାଦନା ଅବଧି)ପର୍ଯ୍ୟନ୍ତ କରିଥିବା ବ୍ୟକ୍ତି ନିଶ୍ଚିତ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ
ପ୍ରତି ବୈଧ ୧୦୦୦ kb ଲେଖା | ୧ ପଏଣ୍ଟ |
---|---|
ନବକଳେବର ସମ୍ପର୍କିତ ପ୍ରତି ବୈଧ ଫଟୋ ଅପଲୋଡ଼ | ୫ ପଏଣ୍ଟ |
ପ୍ରତି ବୈଧ ଆଧାର ସଲଗ୍ନ | ୩ ପଏଣ୍ଟ |
ପ୍ରଚାରରେ ଅଂଶଗ୍ରହଣ (କେବଳ ନୂଆ ଉଇକିଆଳିଙ୍କ ପାଇଁ) ହାଶଟାଗ ସହ share, tweet | ୨ ପଏଣ୍ଟ |
ସାଙ୍ଗଙ୍କୁ ଗଣସମ୍ପାଦନା ପାଇଁ ପ୍ରେରିତ (refer a friend) | ୧୦ ପଏଣ୍ଟ |
- ଅବଦାନକାରୀ ଏହାକୁ ସ୍ବତନ୍ତ୍ର ପୃଷ୍ଠାରେ କ୍ଲେମ କରିବେ
- ପଏଣ୍ଟ ହିସାବରେ ବ୍ୟବସ୍ଥାପକଙ୍କ ନିଷ୍ପତି ଶେଷ ନିଷ୍ପତି ହେବ
- ସର୍ତ୍ତାବଳୀ ଲାଗୁ
ପୁରସ୍କାର
ସମ୍ପାଦନାଉଇକିମିଡ଼ିଆ କମନ୍ସରେ Nabakalebara Edit-a-thon 2015
ବାବଦରେ ମାଧ୍ୟମ ରହିଛି ।