ବ୍ୟବହାରକାରୀ:DashNistha/ଗଣସମ୍ପାଦନା ପ୍ରସ୍ତୁତି

ରଥଖଳା

ଚର୍ଚ୍ଚିକା ସମ୍ପାଦନା

ଚର୍ଚ୍ଚିକାଙ୍କ କାହାଣୀ ବାଙ୍କୀରୁ ଶ୍ରୀକ୍ଷେତ୍ର ଯାଏଁ ପରିବ୍ୟାପ୍ତ । ବଡ଼ଦଦାଣ୍ଡର ବୁକୁ ଉପରେ ଏକ ମନ୍ଦିରରେ ମା’ ପୂଜା ପାଉଛନ୍ତି । ଶ୍ରୀନଅର ସମ୍ମୁଖରେ ଥିବା ରଥଖଳା ମଧ୍ୟରେ ମା’ ବିଜେ କରିଛନ୍ତି କାଇଁ କେଉଁ ଅନନ୍ତ କାଳରୁ । ଚର୍ଚ୍ଚିକା ହିଁ ରଥ ଖଳାର ଆରାଧ୍ୟ ଦେବୀ ବୋଲି ତଥ୍ୟାଭିଜ୍ଞ ମହଲ କହନ୍ତି । ମା’ ହିଁ ଜଗନ୍ତି ରଥକୁ । ଅନୁଧ୍ୟାନ କରନ୍ତି ରଥ ନିର୍ମାଣକୁ ପୁଣି ଚର୍ଚ୍ଚା କରନ୍ତି ରଥାରୁଢ଼ ପାଶ୍ୱର ଦେଦବାଦେଦବୀଙ୍କୁ ।[୧]

  1. http://www.amavivek.com/news/index.php/places/our-temple/72-maa-charchika