Pabitra Kumar Panda
— Wikipedian  —
NameAbinash Mishra302
Born (1996-07-13) ୧୩ ଜୁଲାଇ ୧୯୯୬ (ବୟସ ୨୭)
talcher
Name in real lifeAbinash mishra (ଅବିନାଶ ମିଶ୍ର)
NationalityIndian
CountryIndia
Current locationBhubaneswar
LanguagesOdia
Hindi
English
Height5 ft 8 in (173 cm)
Weight70 kg (150 lb; 11 st 0 lb)
HairBlack
EyesBlack
HandednessRight Handed
Blood typeAB+
SexualityMale
Personality typeSimple
Family and friends
Marital statusSingle
Girlfriend×
Education and employment
OccupationStudent
EducationBCA
Primary schoolSaraswati Sishu Vidya Mandir, puri
Intermediate schoolSaraswata Vidyapitha, puri
High schoolNJSC
CollegeOmm Shanti College of Science & Technology, Pipili
Hobbies, favourites and beliefs
HobbiesBadminton
ReligionHumanity
PoliticsInterest
AliasesAvi
Movies3 Idots
vivah
Interests

Adventure Sports
Listening Song
watching love stories, action movies, horror movies

Account statistics
JoinedError: Need valid birth date: year, month, day
Signature User:ଅବିନାଶ ମିଶ୍ର (ଯୋଗାଯୋଗ କରନ୍ତୁ) |ଅବଦାନ)
More about me
likeBeing with Patents & friends


ଅବିନାଶ ମିଶ୍ର


ମୁଁ ଜଣେ ଓଡ଼ିଆ ପୁଅ।ମୋର ନାଁ "ଅବିନାଶ ମିଶ୍ର"।ମୋର ଜନ୍ମ(୧୩-୦୭-୧୯୯୬) ପୁରୀଜିଲ୍ଲାର ପିପିଲି ବ୍ଲକ୍ ଅନ୍ତର୍ଗତ ଦାଣ୍ଡମୁକୁନ୍ଦପୁର ଗ୍ରାମରେ ହୋଇଥିଲା।ବର୍ତ୍ତମାନ ମୁଁ ଜଣେ BCA ଛାତ୍ର। ଡିସେମ୍ବର-୨୧-୨୦୧୫ ଠାରୁ ମୁଁ ଓଡ଼ିଆ ଉଇକିପିଡ଼ିଆ ରେ ଯୋଗଦାନ ଦେଇଆସୁଅଛି।ଓଡ଼ିଆ ଉଇକିପିଡ଼ିଆ, ଆଧୁନିକ ଯୁଗରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ ଏକ ସର୍ବୋତ୍ତମ ମାଧ୍ୟମ।ତତ୍ସହିତ ଏହାଦ୍ୱାରା ଓଡିଶାର ଓ ଓଡିଶା ବାହାରର ଉନ୍ମୁକ୍ତ ଓ ଲୁପ୍ତ ତଥ୍ୟକୁ ଅନ୍ୟ ଆଗରେ ଓଡ଼ିଆ ଭାଷାରେ ପ୍ରକାଶ କରି ହେଉଛି, ଯାହାଦ୍ୱାରା ସମ୍ପାଦକ ଓ ପାଠକ ଉଭୟଙ୍କର ବିଭିନ୍ନ ବିଷୟରେ ଜ୍ଞାନ ବୃଦ୍ଧି ହୋଇପାରୁଛି ଓ ଏହା ଆମକୁ ଓଡ଼ିଆ ଭାଷା ପ୍ରତି ଅଧିକ ନିକଟତର କରାଉଛି।ଅନ୍ୟ ଅର୍ଥରେ ଏହା ଏକ ଜ୍ଞାନ ବିତରଣକାରୀ ମାଧ୍ୟମ ଅଟେ।ଏଥିପାଇଁ ଗୋଟେ ଓଡ଼ିଆ ପୁଅ ହିସାବରେ ଉଇକିପିଡ଼ିଆ ର ଏହି ମହାନ୍ ଚଲାପଥର ପଥିକ ହୋଇ,ଏହି ନିଃସ୍ୱାର୍ଥପର କାର୍ଯ୍ୟରେ ନିଜକୁ ସ୍ଵଇଚ୍ଛାରେ ସାମିଲ୍ କରିଅଛି।