ସୁନିଲ କୁମାର ଦାଶ
Sunil Kumar Dash
ଜନ୍ମNayagarh,Odisha 5th January 1996
ଜାତୀୟତାIndian
ବୃତ୍ତିJournalist
ସକ୍ରିୟ ବର୍ଷ2016-Present
ପ୍ରସିଦ୍ଧିJournalist

ସୁନିଲ କୁମାର ଦାଶ(୦୫ ଜାନୁୟାରୀ ୧୯୯୬)ଓଡ଼ିଶାରେ ରହୁଥିବା ଜଣେ ଓଡ଼ିଆ ସାମ୍ବାଦିକ। ସେ ଖବର ଓଡ଼ିଶାରେ ଜଣେ ତଦନ୍ତକାରୀ ସାମ୍ବାଦିକ ଭାବେ କାର୍ଯ୍ୟରତ ଅଛନ୍ତି। ସେ ନିଜର ସାମ୍ବାଦିକ ଜୀବନର ଯାତ୍ରା ୨୦୧୭ ମସିହାରୁ କରିଛନ୍ତି।


ପ୍ରାରମ୍ଭିକ ଜୀବନ: ସୁନିଲ କୁମାର ଦାଶଙ୍କ ଜନ୍ମ ୧୯୯୬ ମସିହା ଜାନୁୟାରୀ ମାସ ୫ ତାରିଖରେ ନୟାଗଡସହରରେ ହୋଇଥିଲା। ସେ ଜଣେ ଓଡ଼ିଆ ହିନ୍ଦୁ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ପିତା ଦାମୋଦର ଦାଶ ଜଣେ ଶିକ୍ଷକ ଅଟନ୍ତି ଓ ମା ସୁପ୍ରଭା ଦାଶ ଜଣେ ଗୃହିଣୀ ଅଟନ୍ତି। ସେ ପ୍ରଥମେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଅଧୟନ କରିବା ପରେ ପିତାଙ୍କର ବଦଳି ହୋଇଯିବା କାରଣରୁ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟରୁ ନିଜର ଦଶମ ଶ୍ରେଣୀ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିଲେ। ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ୨୦୧୬ ମସିହାରେ ପ୍ରାଣୀ ବିଜ୍ଞାନ ରେ ଯୁକ୍ତ ତିନି ଉତୀର୍ଣ୍ଣ କରି ଉତ୍କଳ ବିଶ୍ଵବିଦ୍ୟଳରେ ସାମ୍ବାଦିକତାରେ ସ୍ନାତୋକତର ପ୍ରାପ୍ତ କରିଛନ୍ତି ।