"ମୋ କଲମ" କୁ ସୃଷ୍ଟି କରିବାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଏହାକି ଓଡ଼ିଆ ଭାଷା କୁ ସରଳୀ କରଣ ମାଧ୍ୟମରେ ଯଥା ସମ୍ଭବ ଓଡ଼ିଆ ଭାଷା ଭାଷୀ ଜନସମୂହ ନିକଟରେ ପହଞ୍ଚାଇବା।

ଓଡ଼ିଆ ଭାଷାର ପ୍ରସାର ଏବଂ ହିତ ଏକାନ୍ତ କାମ୍ୟ । ଏକବିଂଶ ଶତାବ୍ଦୀ ରେ ଉଇକିପିଡ଼ିଆ ଯେ ଏକ ବିରାଟ ମାଧ୍ୟମ, ଏକ ବଡ଼ ଜନସମୂହ ନିକଟରେ ପହଞ୍ଚିବା ହେତୁ ତାହା ନିଶ୍ଚିତ ରୂପେ ସ୍ଵୀକାର ଯୋଗ୍ୟ। ଏହି ଉପଲକ୍ଷେ ଉଇକିପିଡ଼ିଆ ର ସଂସ୍ଥାପକ ଙ୍କୁ ମୋର ଆନ୍ତରିକ ଧନ୍ୟବାଦ୍। ବିଶ୍ଵବ୍ୟାପୀ ସମଗ୍ର ମାନବ ସମାଜ ର ଉନ୍ନତି ଯୋଗେ ଉଇକିପିଡ଼ିଆ ର ଅବଦାନ ଅତୁଳନୀୟ।

ଆଶା କରୁଛି ମୋର ଯତକିଞ୍ଚିତ ପ୍ରୟାସ ରେ ଓଡ଼ିଆ ରେ ବିଭିନ୍ନ ବିଷୟରେ ଲେଖା ଲେଖିକରି ଓଡ଼ିଆ ଭାଷା ଭାଷୀ ଜନ ମାନସ ର ବିକାଶର ଛୋଟ ଏକ ମାଧ୍ୟମ ହୋଇପାରିବି।