ଏଲ ଇ ଡି ବଲବ (led bulb) ଏହାର ପୁରା ନାମ ଲାଇଟ ଏମିଟିଙ୍ଗ ଡାୟୋଡ ବଲବ. ଏହି ବଲବ ବ୍ୟବହାର କଲେ କମ ବିଦ୍ୟୁତ ବିଲ ଉଠେ. ବଜାରରେ ଏହା ଭିନ୍ନ ଭିନ୍ନ ୱାଟେଜ ର ମିଳୁଛି.