ଆମର ସଂସ୍କୃତି ଆମର ପରମ୍ପରା ପାଲା

ପାଲା ସଂସ୍କତ ଭାଷା ରୁ ଆସିଛେ | ପାଲା ପାଞ୍ଚଟା ଦେଵତା ମାନକୁ ନେଇକି ଗାୟନ ଆରମ୍ଭ ହେସିି |ସାମାଜିକ ପରମ୍ପରା ବିଧି ବିଧାନ କେ ଦେଖାବା ଟା ହିଁ ପାଲାର ପହେଲା ଲକ୍ଷ୍ୟ ଆଏ | ୧୬ ଶତାବ୍ଦୀ ରୁ ଇତାର ଉତପତି ଆଏ|

ପଂଚାଳି ଶବ୍ଦରୁ ପାଲା ଶବ୍ଦ ହଇଛେ। ପଂଚ + ଆଳି = ପଂଚାଳି, ଇତାର ଅର୍ଥ ଗଣେଶ, ନାରାୟଣ, ଶିବ, ଅମ୍ବିକା ଓ ସୂର୍ଯ୍ୟ ପଂଚ ଦେବତା କୁ ବୁଝାସି।

ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା

ଭିନ୍ନା ଭିନ୍ନ ନକର୍ତ୍ତବ୍ୟ ପଂଚଦେବ ନମସ୍ତୁତେ ।

ପାଲା ଗାୟକମାନେ ସତ୍ୟନାରାୟଣ ପୀଠରେ ଚାମର ପୁଜା ପରେ ପହେଲା ଇଟା ସ୍ତୁତି କର୍ସନ୍|

ପାଲା ତିନ ପ୍ରକାର ଅଛେ

୧. ବୈଠକି ପାଲା

୨.ଠିଆ ପାଲା

୩.ବାଦି ପାଲା (ଦୁଇଟା ଗ୍ରୁପ୍ ଭିତରେ ମୁକାବିଲା)

ଈଶ୍ୱର ଆଲ୍ଲା ତେରେ ନାମ, ସବକୁ ସମ୍ମତି ଦେ ଭଗବାନ୍

ଇତାର ଲକ୍ଷ୍ୟ |

ଭଦ୍ରକ ଜିଲ୍ଲା ଧାନନଗର ର ଗୋଡିପୋଖରୀ ଗାଁ ର ୭ ପୀଢି ଧରି ଗୁଟେ ମୁସଲମାନ ପରିବାର ପାଲା ଗାଇ ଆସୁଛନ୍ ଆଉ ଭାଇ ଭାଇ ପରିଚୟ ଦେଇ ଆସୁଛନ

ରାମ ଯେ ରହିମ୍ ଏକ୍, କୃଷ୍ଣ ଯେ କରିମ୍ ଏକ୍

ଆମର କଳା ସଂସ୍କୃତି ବଞ୍ଚି କରି ରହୁ ଏତକି ମାଆ ସମଲେଇ ନୁ ବିନତି କରୁଛେ |

Jai Koshal 🙏

ଜୟ କୋଶଳ

ଜୟ ସମ୍ବଲପୁରୀ

Yogmaya Pradhan

Raigarh