ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Royal king ops, ଧନ୍ୟବାଦ ଗପୁ (ମୋ ଆଲୋଚନା) ୨୨:୦୩, ୧୧ ଡିସେମ୍ବର ୨୦୨୩ (IST)Reply
@Ssgapu22 ମୋତେ ଆପଣ ଏତେ ସୁନ୍ଦର ଭାବରେ ଉଇକିପିଡିଆ ସମ୍ବନ୍ଧ ରେ କହିଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍। ମୋର ପ୍ରକୃତ ନାମ ଓମ୍ ପ୍ରକାଶ ସାହୁ ଅଟେ।( Royal king ops (ମୋ ଆଲୋଚନା) ୦୭:୪୧, ୧୨ ଡିସେମ୍ବର ୨୦୨୩ (IST))Reply
@Ssgapu22 ଆଜ୍ଞା ପାଇକ ଅର୍ଟିକିଲ କୁ ଇଂରାଜୀ ଭାଷାରେ ମୁ ପ୍ରକାଶ କରିବା ପାଇଁ ଚାହୁଁଚି। ଦୟା କରି ଆପଣ ମତେ କିଛି ସାହାଯ୍ୟ କରି ପାରିବେ।Royal king ops (ମୋ ଆଲୋଚନା) ୦୭:୪୬, ୧୨ ଡିସେମ୍ବର ୨୦୨୩ (IST)Reply
ଆପଣ ଇଂରାଜୀ ଉଇକପିଡ଼ିଆରେ ଲେଖିପାରିବେ । - ଗପୁ (ମୋ ଆଲୋଚନା) ୧୮:୫୧, ୧୨ ଡିସେମ୍ବର ୨୦୨୩ (IST)Reply
@Ssgapu22 କିନ୍ତୁ କିପରି? ଦୟାକରି କହିପାରିବେ।Royal king ops (ମୋ ଆଲୋଚନା) ୧୭:୧୦, ୧୩ ଡିସେମ୍ବର ୨୦୨୩ (IST)Reply
ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଆପଣ ଇଂରାଜୀରେ ପ୍ରସଙ୍ଗ ଗଢ଼ିପାରିବେ । - ଗପୁ (ମୋ ଆଲୋଚନା) ୨୨:୫୭, ୧୩ ଡିସେମ୍ବର ୨୦୨୩ (IST)Reply