ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


Ommjagannathasarbadha, ଧନ୍ୟବାଦମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୮:୪୧, ୧୨ ଜାନୁଆରୀ ୨୦୧୮ (IST)Reply

ଅପାଣଙ୍କ ଅବଦାନ ଉପରେ ସମ୍ପାଦନା

ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ । ଉଇକିପଡ଼ିଆ ଏକ ଜ୍ଞାନକୋଷ ଏବଂ ଏଥିରେ କେବଳ ଅଧାଏ ଭିତ୍ତିକ ତଥ୍ୟ ଲେଖା ଯାଏ । ଆପଣଙ୍କୁ ଆଗରୁ ଏହି ବିଷୟରେ ମଧ୍ୟ ଅବଗତ କରାଯାଇଛି । ଆପଣଙ୍କ ଲେଖାକୁ ଦେଖିଲେ ଲାଗୁଛି ଯେମିତି ଆପଣ କେବଳ ଗୋଟିଏ ବିଷୟରେ ହିଁ ଲେଖୁଛନ୍ତି ଆଉ ତା ବି ବିନା ଆଧାରେ । ଦୟାକରି ଏଥି ପ୍ରତି ଧ୍ୟାନ ଦିଅନ୍ତୁ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୨୨:୫୩, ୨୯ ଅକ୍ଟୋବର ୨୦୧୮ (IST)Reply

ଆପଣଙ୍କ ଲେଖା ଘୁଞ୍ଚାଗଲା ସମ୍ପାଦନା

ଆପଣ ଲେଖିଥିବା ଓଡ଼ିଆ ବା ଉତ୍କଳୀୟ ମାପକ ପ୍ରସଙ୍ଗଟି ସଠିକ ଜାଗାରେ ନ ଥିଲା । ତାକୁ ଏବେ ଏଇଠି ରଖା ହେଇଛି ଆପଣ ଚାହିଁଲେ କେବେ ତାକୁ ନେଇ ପ୍ରସଙ୍ଗଟିଏ ଲେଖି ପାରିବେ ।--Jnanaranjan Sahu (ଜ୍ଞାନ) ମୋତେ କିଛି କହିବେ ୧୪:୨୧, ୨୯ ଅପ୍ରେଲ ୨୦୨୦ (IST)Reply