DeepakBeuria
Joined ୪ ମାର୍ଚ୍ଚ ୨୦୨୩
Latest comment: ୧ ବର୍ଷ ପୂର୍ବେ by DEEPAK KUMAR BEURIA in topic ସ୍ୱାଧୀନତାର ସୂକ୍ଷ୍ମ ପରିଚର୍ଯ୍ୟା
ସ୍ୱାଧୀନତାର ସୂକ୍ଷ୍ମ ପରିଚର୍ଯ୍ୟା
ସମ୍ପାଦନାସମୟ ଅନୁସାରେ ସ୍ଵାଧୀନତାର ପରିମାପ ବଦଳିଛି। ଆମ ଦେଶ ଯେତେବେଳେ ଇଂରେଜ ଶାସନ ବିରୁଦ୍ଧରେ ମୁକ୍ତି ପାଇଁ ଲଢେ଼ଇ କରୁଥିଲା, ସେତେବେଳେ ସ୍ଵାଧୀନତା ର ଅର୍ଥ ଥିଲା ନିଜକୁ ସେ ଲଢେ଼ଇ ପାଇଁ ପ୍ରସ୍ତୁତ କରିବା। କିନ୍ତୁ ଆଜି ସ୍ଵାଧୀନତା ର 77 ବର୍ଷ ପରେ ସ୍ୱାଧୀନ ହେବାର ଅର୍ଥ କିଛି ଅଲଗା। ନିଜକୁ ସେଇ ପରିପ୍ରେକ୍ଷୀରେ ଗଢି ତୋଳିବା ର ସମୟ ଆସିଛି। ନିଜର ଉତ୍ତମ ଚିନ୍ତା ଶକ୍ତି କୁ ପାଥେୟ କରି ନିଜ ନିଜ ର କର୍ମକ୍ଷେତ୍ର ରେ ତାହାର ପ୍ରତିଫଳନ କରିବା ଏବଂ ତା ଦ୍ଵାରା ଦେଶ କୁ ନିଜ ବ୍ୟକ୍ତିଗତ କ୍ଷେତ୍ର ରେ ଆଗକୁ ନେବା ଆମର ଲକ୍ଷ୍ୟ ହେବା ଉଚିତ୍। DEEPAK KUMAR BEURIA (ମୋ ଆଲୋଚନା) ୨୧:୧୯, ୧୫ ଅଗଷ୍ଟ ୨୦୨୩ (IST)
ପରମ ବୀର ଚକ୍ର ଗଣ-ସମ୍ପାଦନାରେ ଭାଗ ନେବାକୁ ଅନୁରୋଧ
ସମ୍ପାଦନାପରମ ବୀର ଚକ୍ର ଗଣସମ୍ପାଦନାରେ ଯୋଗ ଦେବାକୁ ଅନୁରୋଧ
୨୦୨୩ ସେପ୍ଟେମ୍ବର ୧୫ - ୨୦
ଆସନ୍ତା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେଉଛି ପରମ ବୀର ଚକ୍ର ଗଣସମ୍ପାଦନା । ଆସନ୍ତୁ ମିଶି ଲେଖିବା ଭାରତୀୟ ସେନାର ସର୍ବୋଚ୍ଚ ସମ୍ମାନ ପରମ ବୀର ଚକ୍ରରେ ସମ୍ମାନିତ ୨୧ ଜଣ ସୈନିକଙ୍କ ଉପରେ ପ୍ରସଙ୍ଗ ।
ଅପେକ୍ଷାରେ,
ସଂଗ୍ରାମ କେଶରୀ ସେନାପତି (ଗପୁ)