ପାଛୋଟା!

ଓଳିଗି, 84.178.238.121 ଓଡ଼ିଆ ଉଇକିପିଡ଼ିଆକୁ ଆପଣଙ୍କୁ ପାଛୋଟି ନେଉଛୁ, ଆପଣଙ୍କ ଅବଦାନ ପାଇଁ ଢେରେ ବଧାଇ ଆପଣ ଯାହା କରିଛନ୍ତି । ମୁଁ ଭାବୁଛି ଆପଣଙ୍କୁ ଏହି ଜାଗାଟି ଭଲ ଲାଗିବ ଆଉ ଆପଣ ଏଇଠି କିଛି କାମ କରିବାକୁ ଭଲ ପାଇବେ । ଏଇ କିଛି ଫରଦ ଆପଣଙ୍କୁ ଭଲ ଲାଗିପାରେ:

ମୁଁ ଭାବୁଛି ଆପଣଙ୍କୁ ଏଠାରେ ଉଇକିଆଳିଟିଏ ହୋଇ ଲେଖା ଲେଖି କରିବାକୁ ଭଲ ଲାଗୁଛି ! ଟିକେ ଆଲୋଚନା ଫରଦରେ ନିଜ ନାଁ ଟା ଲେଖିଦିଅନ୍ତେ ଜଦି ଭଲ ହୁଅନ୍ତା ଆପଣଙ୍କ ଲେଖା ପରେ ଟିଲଡ଼େ ଚିନ୍ହଟିଏ ଦିଅନ୍ତୁ (~~~~); ଏଇଠି ଆପଣଙ୍କ ନାଆଁ ଆଉ ତାରିଖ ଆପେ ଆପେ ଲେଖିଦେବ । କିଛି ସାହାଜ୍ୟ ଦରକାର ପଡ଼ିଲେ, ପ୍ରଶ୍ନଟିଏ ପଚାରି ପାରିବେ, ମୋ ଆଲୋଚନା ଫରଦ କୁ ଯାଇ ମୋତେ ପଚାରିପାରିବେ, ନହେଲେ ଏଇ ଫରଦରେ ପ୍ରଶ୍ନ ଆଗରୁ ଏଇ କୋଡ {{help me}} କପି କରି ପକାଇଦିଅନ୍ତୁ । ଆଉଥରେ, ପାଛୋଟି ନେଉଛି! -Jayantanth (ମୋ କଥା) ୦୬:୧୯, ୧୭ ମାର୍ଚ ୨୦୧୧ (UTC)

If anybody is there who can tell me how to get these pages in order then i'll be more than glad to do it. Sadly I've XP and not Vista and the free oriya fonts about which there is a link on this wiki website is not ok. It downloads english fonts rather than oriya ones. If they had akruti 99 that would have been much better. I think its copyright period is over. Can anybody check it and tell me?


ଏହା ଖାତାଟିଏ ଖୋଲିନଥିବା ବା ସେହି ଖାତା ବ୍ୟବହାର କରିନଥିବା ଜଣେ ବେନାମୀ ବ୍ୟବହାରକାରୀଙ୍କ ଆଲୋଚନା ପୃଷ୍ଠା । ତେଣୁ ଆମେ ସାଂଖିକ ଆଇପି ଠିକଣା ଦେଇ ତାଙ୍କୁ ଜାଣିବା । ଏହି ଭଳି ଏକ ଆଇପି ଠିକଣା ବହୁ ବ୍ୟବହାରକାରୀଙ୍କ ଭିତରେ ବିତରିତ ହୋଇପାରେ । ଆପଣ ଜଣେ ବେନାମି ବ୍ୟବହାରକାରୀ ହୋଇଥିଲେ ଏବଂ ଆପଣଙ୍କୁ ଅପ୍ରାସଙ୍ଗିକ ମତାମତ ସବୁ ଦିଆଯାଇଛି ବୋଲି ଭାବୁଥିଲେ ଖାତାଟିଏ ଖୋଲନ୍ତୁ କିମ୍ବା ପୁରୁଣା ଖାତାରେ ଲଗ ଇନ କରନ୍ତୁ । ଫଳରେ ଆଗକୁ ଅନ୍ୟ ବେନାମୀ ବ୍ୟବହାରକାରୀଙ୍କ ସହ ଦ୍ଵନ୍ଦ ହେବନାହିଁ ।