ପ୍ରିୟ ବନ୍ଧୁ, ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ। ଉଇକିପିଡ଼ିଆରେ ଲେଖିବା ପୂର୍ବରୁ, ଖାତା (account) ଟିଏ ଖୋଲିବାକୁ ଅନୁରୋଧ । ଏହାଦ୍ଵାରା ଆପଣଙ୍କ ଅବଦାନ ସବୁ ସୁରକ୍ଷିତ ହୋଇ ରହିବ ଏବଂ ସମସ୍ତେ ମଧ୍ୟ ଦେଖିପାରିବେ । ଖାତା ଖୋଲିବା ପାଇଁ ଏଇ ଲିଙ୍କକୁ ଯାଆନ୍ତୁ Special:UserLogin/signup, ତାପରେ username, password ଆଉ email ID ଦେଇ ଖାତାଟିଏ ଖୋଲନ୍ତୁ । କିଛି ପ୍ରଶ୍ନ ଥିଲେ ମତେ ପଚାରିପାରିବେ । ଧନ୍ୟବାଦ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୪:୩୦, ୯ ଫେବ୍ରୁଆରୀ ୨୦୧୩ (UTC)


ଏହା ଖାତାଟିଏ ଖୋଲିନଥିବା ବା ସେହି ଖାତା ବ୍ୟବହାର କରିନଥିବା ଜଣେ ବେନାମୀ ବ୍ୟବହାରକାରୀଙ୍କ ଆଲୋଚନା ପୃଷ୍ଠା । ତେଣୁ ଆମେ ସାଂଖିକ ଆଇପି ଠିକଣା ଦେଇ ତାଙ୍କୁ ଜାଣିବା । ଏହି ଭଳି ଏକ ଆଇପି ଠିକଣା ବହୁ ବ୍ୟବହାରକାରୀଙ୍କ ଭିତରେ ବିତରିତ ହୋଇପାରେ । ଆପଣ ଜଣେ ବେନାମି ବ୍ୟବହାରକାରୀ ହୋଇଥିଲେ ଏବଂ ଆପଣଙ୍କୁ ଅପ୍ରାସଙ୍ଗିକ ମତାମତ ସବୁ ଦିଆଯାଇଛି ବୋଲି ଭାବୁଥିଲେ ଖାତାଟିଏ ଖୋଲନ୍ତୁ କିମ୍ବା ପୁରୁଣା ଖାତାରେ ଲଗ ଇନ କରନ୍ତୁ । ଫଳରେ ଆଗକୁ ଅନ୍ୟ ବେନାମୀ ବ୍ୟବହାରକାରୀଙ୍କ ସହ ଦ୍ଵନ୍ଦ ହେବନାହିଁ ।