ନମସ୍କାର ଗୌତମ ଜେନା, ଓଡ଼ିଆ ଉଇକିପିଡ଼ିଆକୁ ସ୍ଵାଗତ!

ଓଡ଼ିଆ ଉଇକିପିଡ଼ିଆରେ ଆପଣଙ୍କୁ ସ୍ଵାଗତ ଜଣାଉଛି ! ମୁଁ ଆଶା କରୁଛି ଯେ ଆପଣ ଏହି ଖୋଲା ଜ୍ଞାନକୋଷକୁ ପଢ଼ି ଖୁସି ଅନୁଭବ କରିବେ ଏବଂ ଏଥିରେ ଲେଖାଲେଖି କରିବେ । ଯେହେତୁ ଆପଣ ଏଠି ନୂଆ ସେଥିପାଇଁ ପ୍ରଥମେ ଆପଣ ଏହି ଉପକ୍ରମଟିକୁ ପଢ଼ନ୍ତୁ ।

ଯଦି ଆପଣଙ୍କ ମନରେ କିଛି ପ୍ରଶ୍ନ ଅଛି ତେବେ ମୋ ଆଲୋଚନା ପୃଷ୍ଠାରେ ପଚାରିପାରିବେ – ମୋତେ ଆପଣଙ୍କୁ ସାହାଯ୍ୟ କରି ଖୁସି ଲାଗିବ । ଏହାଛଡ଼ା ଆପଣ ଚାଟସଭା ପୃଷ୍ଠାରେ ମଧ୍ୟ ଆପଣଙ୍କ ପ୍ରଶ୍ନ ପଚାରିପାରିବେ ।


ନିମ୍ନରେ ଆପଣଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ତଥ୍ୟ ଦିଆଗଲା ଯେମିତିକି ଆପଣ ଉଇକିପିଡ଼ିଆକୁ ଭଲଭାବେ ବୁଝିପାରିବେ ଏବଂ ଏହି ଖୋଲା ଜ୍ଞାନକୋଷ ସହ ସାମିଲ ହେଇପାରିବେ ।
ସାହାଯ୍ୟ ଦରକାର ?

ଆପଣ କିପରି ସାହାଯ୍ୟ କରିପାରିବେ:

ଅଧିକ ଜାଣିବା କଥା...


ଗୌତମ ଜେନା, ଧନ୍ୟବାଦ ଗପୁ (ମୋ ଆଲୋଚନା) ୧୬:୨୨, ୧୮ ଅକ୍ଟୋବର ୨୦୨୦ (IST)Reply

ଗୌତମ ଜେନା ଉତ୍ତର ଅଶୀ ର ଜଣେ ବହୁ ଚର୍ଚ୍ଚିତ କବି।ସେ ମାଟି ମନସ୍କବାଦର ପ୍ରବକ୍ତା।ମାଟି ହିଁଁ ତାଙ୍କ କାବ୍ୟ ଭୂମି ର ଆଧାର।ଜୀବନ ପ୍ରତି ତାଙ୍କର ନିଆରା ଦୃଷ୍ଟିକୋଣ ତାଙ୍କ କାବ୍ୟ ଚେତନା କୁ ସ୍ୱତନ୍ତ୍ର କରିଥାଏ। ସମ୍ପାଦନା

ଧଗ ଗୌତମ ଜେନା (ମୋ ଆଲୋଚନା) ୧୬:୩୮, ୧୮ ଅକ୍ଟୋବର ୨୦୨୦ (IST)Reply