ବ୍ଲିନାଟୁମୋମାବ

ଏକ ଔଷଧ ଯାହା ବିଟା-ସେଲ ପ୍ରିକର୍ସର ତିବ୍ର ଲିମ୍ଫୋବ୍ଲାଷ୍ଟିକ ଲିଉକେମିଆ ରୋଗର ଚିକିତ୍ସାରେ ଦିଆଯାଏ ।

ବ୍ଲିନାଟୁମୋମାବ, ଏକ ବେପାର ନାମ ବ୍ଲିନସାଇଟ, ଏକ ଔଷଧ ଯାହା ବିଟା-ସେଲ ପ୍ରିକର୍ସର ତିବ୍ର ଲିମ୍ଫୋବ୍ଲାଷ୍ଟିକ ଲିଉକେମିଆ ରୋଗର ଚିକିତ୍ସାରେ ଦିଆଯାଏ । [୨] ନିର୍ଦ୍ଦିଷ୍ଟ ଭାବରେ ଏହା ସିଡି୧୯- ସକରାତ୍ମକ ମାମଲା ପାଇଁ ଦିଆଯାଏ ଯାହା ଅନ୍ୟ ଚିକିତ୍ସାରେ ବିଫଳ ହୋଇଥାଏ କିମ୍ବା ଉପଶମ ହୋଇ ଆସୁଥାଏ । [୩] ଏହା ଏକ ଶିରାରେ ଇଞ୍ଜେକ୍ସନ ଆକାରରେ ଦିଆଯାଏ । [୪]

ବ୍ଲିନାଟୁମୋମାବ
Monoclonal antibody
TypeBi-specific T-cell engager
SourceMouse
TargetCD19, CD3
Clinical data
Trade namesBlincyto
SynonymsAMG103, MT103
AHFS/Drugs.commonograph
MedlinePlusa614061
data
Pregnancy
category
Routes of
administration
Intravenous (IV)
Legal status
Legal status
Pharmacokinetic data
Bioavailability100% (IV)
Metabolismdegradation into small peptides and amino acids
Elimination half-life2.11 hours
Excretionurine (negligible)
Chemical and physical data
FormulaC2367H3577N649O772S19
Molar mass୫୪,୦୮୬.୫୬ g·mol−1
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଜ୍ୱର, ମୁଣ୍ଡବିନ୍ଧା, ଇନଫ୍ୟୁଜନ୍ ପ୍ରତିକ୍ରିୟା, ନିମ୍ନ ଲାଲ ରକ୍ତ କଣିକା, ନିମ୍ନ ପ୍ଲାଲେଟ୍ ଏବଂ ନିମ୍ନ ଶ୍ୱେତ ରକ୍ତ କଣିକା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅଗ୍ନାଶୟ ରୋଗ ଅନ୍ତର୍ଭୁକ୍ତ ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ବିଟା କୋଷରେ ମିଳୁଥିବା ସିଡି ୧୯ ଏବଂଟି କୋଷରେ ମିଳୁଥିବା ସିଡି୩ ସହିତ ବାନ୍ଧିଥାଏ, ଯାହା ପରବର୍ତ୍ତୀ ସମୟରେ ପୂର୍ବବର୍ତ୍ତୀ କୋଷକୁ ମାରିପାରେ । [୫]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୫ ମସିହାରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ବ୍ଲିନାଟୁମୋମାବ ଅନୁମୋଦିତ ହୋଇଥିଲା । [୫] [୨] ୨୦୨୧ ମସିହାରେ ଯୁକ୍ତରାଜ୍ୟରେ ଏହାର ୩୮୫ ମାଇକ୍ରୋଗ୍ରାମ ଔଷଧର ମୂଲ୍ୟ ୨,୦୨୦ ପାଉଣ୍ଡ ଥିଲା । [୪] ସେହି ସମୟରେ ଯୁକ୍ତରାଷ୍ଟ୍ରରେ ବ୍ଲିନାଟୁମୋମାବ ମୂଲ୍ୟ ୪,୫୦୦ ଡଲାର ଥିଲା । [୬]

ଆଧାର ସମ୍ପାଦନା

  1. "Blinatumomab (Blincyto) Use During Pregnancy". Drugs.com. 29 May 2018. Archived from the original on 4 December 2020. Retrieved 14 March 2020.
  2. ୨.୦ ୨.୧ ୨.୨ "Blincyto- blinatumomab kit". DailyMed. 19 April 2019. Archived from the original on 28 October 2020. Retrieved 14 March 2020.
  3. ୩.୦ ୩.୧ ୩.୨ "Blincyto- blinatumomab kit". DailyMed. 19 April 2019. Archived from the original on 28 October 2020. Retrieved 14 March 2020.
  4. ୪.୦ ୪.୧ BNF 81: March-September 2021. BMJ Group and the Pharmaceutical Press. 2021. p. 911. ISBN 978-0857114105.
  5. ୫.୦ ୫.୧ "Blincyto". Archived from the original on 29 October 2021. Retrieved 11 January 2022.
  6. "Blincyto Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 March 2021. Retrieved 11 January 2022.