ବ୍ଲିଓମାଇସିନ୍ ଔଷଧ କର୍କଟ ରୋଗ ଚିକିତ୍ସାରେ ବ୍ୟବ‌ହୃତ ହୁଏ । [୧] ମୂଖ୍ୟ କର୍କଟ ରୋଗ ମଧ୍ୟରେ ହଜ୍‌କିନ୍‌ସ୍ ଲିମ୍ପୋମା, ନନ୍-ହଜ୍‌କିନ୍‌ସ୍ ଲିମ୍ପୋମା, ଅଣ୍ଡକୋଷ କର୍କଟ, ଡିମ୍ବାଶୟ କର୍କଟ, ଓ ଗର୍ଭାଶୟ ଗ୍ରୀବା କର୍କଟ ନିମନ୍ତେ ବ୍ୟବ‌ହାର କରାଯାଏ । ଅନ୍ୟ କେମୋଥେରାପି ସ‌ହିତ ଏହାକୁ ମାଂସପେଶୀ, ଶୀରାରେ ବା ଚର୍ମ ତଳେ ଇଞ୍ଜେକସନ୍ ଆକାରରେ ଦିଆଯାଏ ।[୧] କର୍କଟ ଯୋଗୁ ଫୁସ୍‌ଫୁସ୍‌ ଚାରିଆଡ଼େ ତରଳ ପଦାର୍ଥ ପୁନର୍ବାର ନ ଜମିବା ନିମନ୍ତେ ଏହା ପ୍ଲୁରା କ୍ୟାଭିଟି ଭତରେ ଦିଆଯାଏ କିନ୍ତୁ ଏହା ପାଇଁ ଟିଏଏଲସି ଅଧିକ ଭଲ । [୧][୨]

ବ୍ଲିଓମାଇସିନ୍
Bleomycin A2
Clinical data
Trade namesBlenoxane
AHFS/Drugs.commonograph
MedlinePlusa682125
Pregnancy
category
  • US: D (Evidence of risk)
Routes of
administration
intravenous, intramuscular, subcutaneous, intrapleural, intratumoral
ATC code
Legal status
Legal status
Pharmacokinetic data
Bioavailabilitywell absorbed
Metabolism?
Elimination half-life2 hours
Excretionrenal (60-70%)
Identifiers
  • (3-{[(2'-{(5S,8S,9S,10R,13S)-15-{6-amino-2- [(1S)-3-amino-1-{[(2S)-2,3-diamino-3-oxopropyl]amino}-3-oxopropyl] -5-methylpyrimidin-4-yl}-13-[{[(2R,3S,4S,5S,6S)-3- {[(2R,3S,4S,5R,6R)-4-(carbamoyloxy)-3,5-dihydroxy-6- (hydroxymethyl)tetrahydro-2H-pyran-2-yl]oxy} -4,5-dihydroxy-6-(hydroxymethyl)tetrahydro-2H-pyran-2-yl]oxy} (1H-imidazol-5-yl)methyl]-9-hydroxy-5-[(1R)-1-hydroxyethyl]-8,10-dimethyl-4,7,12,15-tetraoxo-3,6,11,14-tetraazapentadec-1-yl}-2,4'-bi-1,3-thiazol-4-yl)carbonyl]amino}propyl)(dimethyl)sulfonium
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
Chemical and physical data
FormulaC55H84N17O21S3
Molar mass1415.551
3D model (JSmol)
  • CC1=C(N=C(N=C1N)[C@H](CC(=O)N)NC[C@@H](C(=O)N)N)C(=O)N[C@@H](C(C2=CN=CN2)O[C@H]3[C@H]([C@H]([C@@H]([C@@H](O3)CO)O)O)O[C@@H]4[C@H]([C@H]([C@@H]([C@H](O4)CO)O)OC(=O)N)O)C(=O)N[C@H](C)[C@H]([C@H](C)C(=O)N[C@@H]([C@@H](C)O)C(=O)NCCC5=NC(=CS5)C6=NC(=CS6)C(=O)NCCC[S+](C)C)O
  • InChI=1S/C55H83N17O21S3/c1-20-33(69-46(72-44(20)58)25(12-31(57)76)64-13-24(56)45(59)82)50(86)71-35(41(26-14-61-19-65-26)91-54-43(39(80)37(78)29(15-73)90-54)92-53-40(81)42(93-55(60)88)38(79)30(16-74)89-53)51(87)66-22(3)36(77)21(2)47(83)70-34(23(4)75)49(85)63-10-8-32-67-28(18-94-32)52-68-27(17-95-52)48(84)62-9-7-11-96(5)6/h14,17-19,21-25,29-30,34-43,53-54,64,73-75,77-81H,7-13,15-16,56H2,1-6H3,(H13-,57,58,59,60,61,62,63,65,66,69,70,71,72,76,82,83,84,85,86,87,88)/p+1/t21-,22+,23+,24-,25-,29-,30+,34-,35-,36-,37+,38+,39-,40-,41?,42-,43-,53+,54-/m0/s1 checkY
  • Key:OYVAGSVQBOHSSS-QRQYLRPSSA-O checkY
 ☒NcheckY (what is this?)  (verify)

ଜ୍ୱର, ଓଜନ ହ୍ରାସ, ବାନ୍ତି ଓ ରାସ୍ ଇତ୍ୟାଦି ବ୍ଲିଓମାଇସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା । ଗମ୍ଭୀର ଧରଣର ଆନାଫାଇଲାକ୍‌ସିସ୍ ମଧ୍ୟ ହୋଇପାରେ । ଏହାଦ୍ୱାରା ନିମୋମିଆ ହୋଇ ପଲ୍‌ମୋନାରି ଫାଇବ୍ରୋସିସ୍ ହୋଇପାରେ । ଏହା ଯାଞ୍ଚ କରିବା ନିମନ୍ତେ ପ୍ରତି ୨ ସପ୍ତାହରେ ଥରେ ଛାତି ଏକ୍ସ-ରେ କରିବାକୁ ସୁପାରିସ୍ କରାଯାଏ । ଗର୍ଭାବସ୍ଥାରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ । କର୍କଟ କୋଷମାନଙ୍କର ଡିଏନଏ ପ୍ରସ୍ତୁତିକୁ ରୋକିଦେଇ ଏହା କାମ କରେ ।[୧]

ବ୍ଲିଓମାଇସିନ୍ ସନ ୧୯୬୨ରେ ଆବିଷ୍କୃତ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪]ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[୧] ଏହାର ହୋଲସେଲ ମୂଲ୍ୟ ୧୪ରୁ ୭୮ଆମେରିକୀୟ ଡଲାର । [୫] ଜୀବାଣୁ ସ୍ଟ୍ରେପ୍‌ଟୋମାଇସେସ ଭର୍ଟିସିଲସ୍‌ରୁ ଏହି ଔଷଧ ତିଆରି ହୁଏ । [୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Bleomycin Sulfate". The American Society of Health-System Pharmacists. Retrieved Aug 1, 2015.
  2. Shaw, P; Agarwal, R (2004). "Pleurodesis for malignant pleural effusions". The Cochrane database of systematic reviews (1): CD002916. PMID 14973997.
  3. Sneader, Walter (2005). Drug discovery : a history (Rev. and updated ed.). Chichester: Wiley. p. 312. ISBN 9780471899792.
  4. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
  5. "Bleomycin". International Drug Price Indicator Guide. Retrieved 26 August 2015.[permanent dead link]