ବ୍ରିମୋନିଡାଇନ
ବ୍ରିମୋନିଡାଇନ ଏକ ଔଷଧ ଯାହା ଓପନ୍ ଆଙ୍ଗଲ୍ ଗ୍ଲୁକୋମା, ଚକ୍ଷୁ ଉଚ୍ଚ ରକ୍ତଚାପ ଏବଂ ରୋଜେସା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] [୨] ରୋଜେସାରେ ଏହା ଲାଲ ରଙ୍ଗର ଉନ୍ନତି କରିଥାଏ | [୩] ଏହା ଆଖି ବୁନ୍ଦା ଆକାରରେ କିମ୍ବା ଚର୍ମରେ ପ୍ରୟୋଗ କରାଯାଏ | [୪] [୩]
Clinical data | |
---|---|
Pronunciation | /brɪˈmoʊnɪdiːn/ bri-MOH-nid-een |
Trade names | Alphagan, Mirvaso, Lumify, others |
AHFS/Drugs.com | Topical: monograph Eye: monograph |
MedlinePlus | a601232 |
data |
|
Pregnancy category | |
Routes of administration | topical (eye drop, gel) |
Legal status | |
Legal status |
|
Pharmacokinetic data | |
Metabolism | Primarily liver |
Elimination half-life | 3 hours (ocular), 12 hours (topical) |
Identifiers | |
| |
ECHA InfoCard | 100.149.042 |
Chemical and physical data | |
Formula | C11H10BrN5 |
Molar mass | 292.135 |
3D model (JSmol) | |
Melting point | 252 °C (486 °F) |
| |
| |
(verify) |
ଆଖିରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଗଲୁ, ଲାଲ ରଙ୍ଗ ଏବଂ ଶୁଖିଲା ପାଟି ହୋଇପାରେ |[୧] ଚର୍ମରେ ବ୍ୟବହୃତ ହେଉଥିଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଜ୍ୱାଳା ଏବଂ ମୁଣ୍ଡବିନ୍ଧା ହୋଇପାରେ | [୨] ଅଧିକ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଏବଂ ନିମ୍ନ ରକ୍ତଚାପ ହୋଇପାରେ | [୩] [୪] ଗର୍ଭାବସ୍ଥାରେ ବ୍ୟବହାର ନିରାପଦ ମନେହୁଏ | [୩] [୪] ଆଖିରେ ପ୍ରୟୋଗ କଲେ ଆଖି ଭିତରେ ନିର୍ଗତ ହେଉଥିବା ଆକ୍ୱିଅସ ହ୍ୟୁମର ପରିମାଣକୁ ହ୍ରାସ କରିବା ସହିତ ଏଠାରୁ ଜଳୀୟ ପଦାର୍ଥ ନିର୍ଗତ ପରିମାଣକୁ ବୃଦ୍ଧି କରି କାର୍ଯ୍ୟକ୍ଷମ ହୁଏ | [୪] ଚର୍ମରେ ପ୍ରୟୋଗ କଲେ ଏହା ରକ୍ତ ନଳୀକୁ ସଂକୋଚନ କରି କାର୍ଯ୍ୟକ୍ଷମ ହୁଏ | [୩]
୧୯୭୨ ମସିହାରେ ବ୍ରିମୋନିଡାଇନ ପେଟେଣ୍ଟ ହୋଇଥିଲା ଏବଂ ୧୯୬୬ ମସିହାରେ ଡାକ୍ତରୀ ବ୍ୟବହାରରେ ଆସିଥିଲା |[୫] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୬] ଯୁକ୍ତରାଜ୍ୟରେ ୨୦୧୯ ସୁଦ୍ଧା ଗୋଟିଏ ମିଲିଲିଟର ଔଷଧ ପାଇଁ ଏନଏଚଏସକୁ ୧.୧୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼େ । [୭] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୦.୬୦ ଡଲାର ଅଟେ। [୮] ୨୦୧୭ ମସିହାରେ ଏହା ଯୁକ୍ତରାଷ୍ଟ୍ରରେ ୧୬୭ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ତିନି ଲକ୍ଷରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୯] [୧୦]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Brimonidine Tartrate eent Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
- ↑ ୨.୦ ୨.୧ "Brimonidine Tartrate topical Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Brimonidine Tartrate topical Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
- ↑ ୪.୦ ୪.୧ ୪.୨ ୪.୩ "Brimonidine Tartrate eent Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 17 March 2019.
- ↑ Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 550. ISBN 9783527607495.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 1153. ISBN 9780857113382.
- ↑ British national formulary : BNF 76 (76 ed.). Pharmaceutical Press. 2018. p. 1153. ISBN 9780857113382.
- ↑ "NADAC as of 2019-02-27". Centers for Medicare and Medicaid Services. Archived from the original on 2019-03-06. Retrieved 3 March 2019.
- ↑ "The Top 300 of 2020". ClinCalc. Retrieved 11 April 2020.
- ↑ "Brimonidine Tartrate - Drug Usage Statistics". ClinCalc. Archived from the original on 26 February 2021. Retrieved 11 April 2020.