ବୋଉର ହାତବାକ୍ସ

୨୦୨୨ ଓଡ଼ିଆ କଥାଚିତ୍ର

ବୋଉର ହାତବାକ୍ସ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଞ୍ଜୟ ଦାସ ।[୨] ଆରତୀ ପାଟଜୋଶୀ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୩] ନାରାୟଣ ପତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫]

ବୋଉର ହାତବାକ୍ସ
ନିର୍ଦ୍ଦେଶକନାରାୟଣ ପତି
ପ୍ରଯୋଜକସଞ୍ଜୟ ଦାସ
ଚିତ୍ରନାଟ୍ୟନାରାୟଣ ପତି
କାହାଣୀଆରତୀ ପାଟଜୋଶୀ
କଳାକାରଲୋପାମୁଦ୍ରା ମିଶ୍ର
ଶୁଭଶ୍ରୀ ସବିତା ପଲେଇ
ରାଜେଶ ପଣ୍ଡା
ନାରାୟଣ ପତି
ସଙ୍ଗୀତକ୍ଷୀତିପ୍ରକାଶ ମହାପାତ୍ର
ଚିତ୍ରଗ୍ରହଣବିରଜା ପ୍ରସନ୍ନ କର
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ମୁକ୍ତିଲାଭ ତାରିଖ
୩୦ ଡିସେମ୍ବର ୨୦୨୨
କଥାଚିତ୍ରର ସମୟ
୧୨୮ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୮୦ ଲକ୍ଷ

ଲୋପାମୁଦ୍ରା ମିଶ୍ର, ଶୁଭଶ୍ରୀ ସବିତା ପଲେଇ, ରାଜେଶ ପଣ୍ଡା, ନାରାୟଣ ପତି ଆଦି କଳାକାର ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ଅଭିଷେକ ସାହୁ, ବିନୟ କୁମାର ବିଶ୍ୱାଳ, ଆୟୁଷ ବଳ ଭଳି ଶିଶୁ କଳାକାରମାନେ ଏହି କଥାଚିତ୍ରଟିର ଅଭିନୟ କରିଥିଲେ ।[୭] ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୩୦ ତାରିଖରେ ମୁକ୍ତିଲାଭ କରିଥିଲା ।[୮]

ଅଭିନୟ ସମ୍ପାଦନା

  • ଲୋପାମୁଦ୍ରା ମିଶ୍ର - ସବିତ୍ରୀ
  • ଶୁଭଶ୍ରୀ ସବିତା ପଲେଇ[୯] - ମମତା
  • ରାଜେଶ ପଣ୍ଡା - ବୁଲୁ
  • ନାରାୟଣ ପତି - ରଘୁନାଥ
  • ଅଭିଷେକ ସାହୁ
  • ବିନୟ କୁମାର ବିଶ୍ୱାଳ
  • ଆୟୁଷ ବଳ

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କ୍ଷୀତିପ୍ରକାଶ ମହାପାତ୍ର । ଦେବଦାସ ଛୋଟରାୟ, ମାନଗୋବିନ୍ଦ ବାରିକ ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୬] ୨୦୨୨ ମସିହାର ଜୁଲାଇ ୨୦ ତାରିଖରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୧୦]

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. "ଶଲା ବୁଢ଼ାର ବଦ୍‌ଲା". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
  2. "ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡ଼ିଆ ସିନେମା ବୋଉର ହାତବାକ୍ସ". ETV Bharat News. 5 August 2022. Archived from the original on 19 November 2022. Retrieved 19 November 2022.
  3. "ନୂଆ ସିନେମା 'ବୋଉର ହାତବାକ୍ସ'". Sambad. 24 August 2022. Archived from the original on 19 November 2022. Retrieved 19 November 2022.
  4. "ଭିନ୍ନ ସ୍ୱାଦର ଓଡ଼ିଆ ସିନେମା 'ବୋଉର ହାତବାକ୍ସ'". Sambad. 10 July 2022. Archived from the original on 19 November 2022. Retrieved 19 November 2022.
  5. "ଖୋଲିବ 'ବୋଉର ହାତବାକ୍ସ'". ପ୍ରମେୟ. 6 July 2022. Archived from the original on 27 October 2022. Retrieved 27 October 2022.
  6. ୬.୦ ୬.୧ "Odia movie 'Boura Hatabaksa' to portray tale of mother's sacrifice for her son". Prameya News (in English). Bhubaneswar. 21 July 2022. Archived from the original on 19 November 2022. Retrieved 19 November 2022.{{cite news}}: CS1 maint: unrecognized language (link)
  7. "ଖୁବଶୀଘ୍ର ମୁକ୍ତିଲାଭ କରିବ ଓଡ଼ିଆ ସିନେମା 'ବୋଉର ହାତବାକ୍ସ', ରିଲିଜ ହେଲା ଅଡିଓ". Prameya News7. ଭୁବନେଶ୍ୱର. 21 July 2022. Archived from the original on 19 November 2022. Retrieved 19 November 2022.
  8. "ବଡ଼ ପରଦାକୁ ଆସିଲା ନାରାୟଣ ପତିଙ୍କ 'ବୋଉର ହାତବାକ୍ସ'". Sambad (in ଆମେରିକୀୟ ଇଂରାଜୀ). Archived from the original on 31 December 2022. Retrieved 31 December 2022.
  9. "ମୁଁ କେବେ କିଛି ଚୋରି କରିନି, କ'ଣ କହୁଛନ୍ତି 'ବୋଉର ହାତବାକ୍ସ' ସିନେମାର ଅଭିନେତ୍ରୀ ଶୁଣନ୍ତୁ". Samaja Live. 14 October 2022. Archived from the original on 19 November 2022. Retrieved 19 November 2022.
  10. "Audio of Odia movie 'Boura Hatabaksha' released: Details here". KalingaTV (in English). Bhubaneswar. 20 July 2022. Archived from the original on 19 November 2022. Retrieved 19 November 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା