ବୈଷ୍ଣବୀ ଗନାତ୍ରା
ଭାରତୀୟ ଅଭିନେତ୍ରୀ
ବୈଷ୍ଣବୀ ଗନାତ୍ରା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଦୂରଦର୍ଶନ ଓ ହିନ୍ଦୀ ୱେବ୍ ସିରିଜ୍ ଆଦିରେ କାମ କରନ୍ତି ।[୧][୨] ସେ ହାମାରି ୱାଲି ଗୁଡ୍ ନ୍ୟୁଜ୍,[୩] ରକ୍ଷାବନ୍ଧନ- ରସାଲ ଅପନେ ଭାଇ କି ଢାଲ,[୪] ୱୋ ତୋ ହୈ ଆଲବେଲା, ମୌକା-ଏ-ବାରଦାତ, ତେରୀ ମେରୀ ଡୋରିଆଁ ଏବଂ ନାଗିନ୍ ୬ ଭଳି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ସହିତ ହିନ୍ଦୀ ୱେବ୍ ସିରିଜ୍ ଅଭୟର ୨ୟ ଭାଗରେ ଅଭିନୟ କରିଥିଲେ । ୨୦୨୨ ମସିହାରେ ସେ ଅକ୍କିନେନି ନାଗାର୍ଜୁନଙ୍କ ଅଭିନୀତ କଥାଚିତ୍ର ଦ ଘୋଷ୍ଟ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫]
ବୈଷ୍ଣବୀ ଗନାତ୍ରା | |
---|---|
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ଅଭିନୟ ଜୀବନ
ସମ୍ପାଦନାକଥାଚିତ୍ର
ସମ୍ପାଦନାବର୍ଷ | କଥାଚିତ୍ର | ଭୂମିକା | ଭାଷା | ଆଧାର |
---|---|---|---|---|
୨୦୨୨ | ଦ ଘୋଷ୍ଟ | ହ୍ରିତି | ତେଲୁଗୁ |
ଦୂରଦର୍ଶନ
ସମ୍ପାଦନାବର୍ଷ | କାର୍ଯ୍ୟକ୍ରମ | ଭୂମିକା | ଚ୍ୟାନେଲ୍ | ଆଧାର |
---|---|---|---|---|
୨୦୨୦ | ହାମାରି ୱାଲି ଗୁଡ୍ ନ୍ୟୁଜ୍ | ଆଞ୍ଚଲ ମିଶ୍ର | ଜି ଟିଭି | |
୨୦୨୧ | ମୌକା-ଏ-ବାରଦାତ୍ | ମୀନୁ ବର୍ମା | ଆଣ୍ଡ ଟିଭି | |
ରକ୍ଷାବନ୍ଧନ- ରସାଲ ଅପନେ ଭାଇ କି ଢାଲ | କନକ ଶିବରାଜ ସିଂହ | ଦଙ୍ଗଲ | ||
୨୦୨୨ | ୱୋ ତୋ ହୈ ଆଲବେଲା | ପ୍ରିୟା ଶର୍ମା | ଷ୍ଟାର୍ ଭାରତ | |
୨୦୨୩ | ତେରୀ ମେରୀ ଡୋରିଆଁ | ଏକମ କୌର ବ୍ରାର୍ | ଷ୍ଟାର୍ ପ୍ଲସ୍ | |
ନାଗିନ୍ ୬ | ଟିନା ଆହଲୱାଟ୍ | କଲର୍ସ ଟିଭି |
ୱେବ୍ ସିରିଜ୍
ସମ୍ପାଦନାବର୍ଷ | ସିରିଜ୍ | ଭୂମିକା | ଭାଷା | ଆଧାର |
---|---|---|---|---|
୨୦୨୦ | ଅଭୟ ୨ | ଶିଶୁ ସୋନମ | ହିନ୍ଦୀ |
ଆଧାର
ସମ୍ପାଦନା- ↑ "'Rakshabadhan' Actress Vaishnavi Ganatra Is Inspired By Co-Star Ajay Sharma". Outlook India (in ଇଂରାଜୀ). Retrieved 2022-02-10.
- ↑ Farzana Patowari (30 September 2021). "Hamariwali Good News actress Vaishnavi Ganatra wants to work with Rupali Ganguly; here's why". The Times of India.
- ↑ "Hamariwali Good News actress Vaishnavi Ganatra on working with Juhi Parmar: She is the epitome of perfection". The Times of India. 28 September 2021.
- ↑ Farzana Patowari (5 October 2021). "Vaishnavi Ganatra joins Rakshabandhan Rasal Apne Bhai Ki Dhaal". The Times of India.
- ↑ "The Ghost: Vaishnavi Ganatra Opens Up on Sharing Screen Space With Nagarjuna Akkineni in an Upcoming Telugu Film | 🎥 LatestLY". LatestLY (in ଇଂରାଜୀ). 2021-11-08. Retrieved 2023-06-14.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବୈଷ୍ଣବୀ ଗନାତ୍ରା
- ଇନଷ୍ଟାଗ୍ରାମରେ ବୈଷ୍ଣବୀ ଗନାତ୍ରା