ବୈଷ୍ଣବୀ ଗନାତ୍ରା

ଭାରତୀୟ ଅଭିନେତ୍ରୀ

ବୈଷ୍ଣବୀ ଗନାତ୍ରା ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ଦୂରଦର୍ଶନ ଓ ହିନ୍ଦୀ ୱେବ୍ ସିରିଜ୍ ଆଦିରେ କାମ କରନ୍ତି ।[୧][୨] ସେ ହାମାରି ୱାଲି ଗୁଡ୍ ନ୍ୟୁଜ୍,[୩] ରକ୍ଷାବନ୍ଧନ- ରସାଲ ଅପନେ ଭାଇ କି ଢାଲ,[୪] ୱୋ ତୋ ହୈ ଆଲବେଲା, ମୌକା-ଏ-ବାରଦାତ, ତେରୀ ମେରୀ ଡୋରିଆଁ ଏବଂ ନାଗିନ୍ ୬ ଭଳି ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରିବା ସହିତ ହିନ୍ଦୀ ୱେବ୍ ସିରିଜ୍ ଅଭୟର ୨ୟ ଭାଗରେ ଅଭିନୟ କରିଥିଲେ । ୨୦୨୨ ମସିହାରେ ସେ ଅକ୍କିନେନି ନାଗାର୍ଜୁନଙ୍କ ଅଭିନୀତ କଥାଚିତ୍ର ଦ ଘୋଷ୍ଟ ଜରିଆରେ ତେଲୁଗୁ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୫]

ବୈଷ୍ଣବୀ ଗନାତ୍ରା
ଜାତୀୟତାଭାରତୀୟ
ବୃତ୍ତିଅଭିନେତ୍ରୀ

ଅଭିନୟ ଜୀବନ ସମ୍ପାଦନା

କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭୂମିକା ଭାଷା ଆଧାର
୨୦୨୨ ଦ ଘୋଷ୍ଟ ହ୍ରିତି ତେଲୁଗୁ

ଦୂରଦର୍ଶନ ସମ୍ପାଦନା

ବର୍ଷ କାର୍ଯ୍ୟକ୍ରମ ଭୂମିକା ଚ୍ୟାନେଲ୍ ଆଧାର
୨୦୨୦ ହାମାରି ୱାଲି ଗୁଡ୍ ନ୍ୟୁଜ୍ ଆଞ୍ଚଲ ମିଶ୍ର ଜି ଟିଭି
୨୦୨୧ ମୌକା-ଏ-ବାରଦାତ୍ ମୀନୁ ବର୍ମା ଆଣ୍ଡ ଟିଭି
ରକ୍ଷାବନ୍ଧନ- ରସାଲ ଅପନେ ଭାଇ କି ଢାଲ କନକ ଶିବରାଜ ସିଂହ ଦଙ୍ଗଲ
୨୦୨୨ ୱୋ ତୋ ହୈ ଆଲବେଲା ପ୍ରିୟା ଶର୍ମା ଷ୍ଟାର୍ ଭାରତ
୨୦୨୩ ତେରୀ ମେରୀ ଡୋରିଆଁ ଏକମ କୌର ବ୍ରାର୍ ଷ୍ଟାର୍ ପ୍ଲସ୍
ନାଗିନ୍ ୬ ଟିନା ଆହଲୱାଟ୍ କଲର୍ସ ଟିଭି

ୱେବ୍ ସିରିଜ୍ ସମ୍ପାଦନା

ବର୍ଷ ସିରିଜ୍ ଭୂମିକା ଭାଷା ଆଧାର
୨୦୨୦ ଅଭୟ ୨ ଶିଶୁ ସୋନମ ହିନ୍ଦୀ

ଆଧାର ସମ୍ପାଦନା

  1. "'Rakshabadhan' Actress Vaishnavi Ganatra Is Inspired By Co-Star Ajay Sharma". Outlook India (in ଇଂରାଜୀ). Retrieved 2022-02-10.
  2. Farzana Patowari (30 September 2021). "Hamariwali Good News actress Vaishnavi Ganatra wants to work with Rupali Ganguly; here's why". The Times of India.
  3. "Hamariwali Good News actress Vaishnavi Ganatra on working with Juhi Parmar: She is the epitome of perfection". The Times of India. 28 September 2021.
  4. Farzana Patowari (5 October 2021). "Vaishnavi Ganatra joins Rakshabandhan Rasal Apne Bhai Ki Dhaal". The Times of India.
  5. "The Ghost: Vaishnavi Ganatra Opens Up on Sharing Screen Space With Nagarjuna Akkineni in an Upcoming Telugu Film | 🎥 LatestLY". LatestLY (in ଇଂରାଜୀ). 2021-11-08. Retrieved 2023-06-14.

ବାହାର ଲିଙ୍କ୍ ସମ୍ପାଦନା