ବେଦାଙ୍ଗଦାସ ମହାନ୍ତି

ବେଦାଙ୍ଗଦାସ ମହାନ୍ତି ଜଣେ ଓଡ଼ିଆ ଓ ପ୍ରଫେସର । ସେ ଓଡ଼ିଶାର ଭୁବନେଶ୍ୱରରେ ଥିବା ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନଠାରେ ପ୍ରାକୃତିକ ବିଜ୍ଞାନ ବିଭାଗର ପ୍ରଫେସର । ୨୦୧୫ରେ ପ୍ରାକୃତିକ ବିଜ୍ଞାନ ପାଇଁ ଭାରତର ସର୍ବୋଚ୍ଚ ପୁରସ୍କାର "ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର" ବିଜେତା ।[୧] [୨] [୩] ଦାସ ଏକ୍ସପେରିମେଣ୍ଟାଲ ହାଇ ଏନର୍ଜି ଫିଜିକ୍ସ (experimental high energy physics) ଉପରେ ଗବେଷଣା କରୁଛନ୍ତି । ତାଙ୍କର ଅନ୍ୟାନ୍ୟ ଗବେଷଣା କ୍ୱାଣ୍ଟମ ମେକାନିକ୍ସଆପେକ୍ଷିକତା ଆଦି ବିଷୟରେ ।[୪]

ବେଦାଙ୍ଗଦାସ ମହାନ୍ତି
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ପୁରସ୍କାର"୨୦୧୫ ଶାନ୍ତି ସ୍ୱରୂପ ଭଟ୍ଟନାଗର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପୁରସ୍କାର" (ପ୍ରାକୃତିକ ବିଜ୍ଞାନ)
ବିଜ୍ଞାନୀ ଜୀବନ
କର୍ମାନୁଷ୍ଠାନଭାରତୀୟ ପଦାର୍ଥ ବିଜ୍ଞାନ ଅନୁଷ୍ଠାନ, ଭୁବନେଶ୍ୱର (ପିଏଚଡ଼ି, ୨୦୦୨)

ପ୍ରାରମ୍ଭିକ ଜୀବନ ସମ୍ପାଦନା

ବେଦାଙ୍ଗଦାସ ମହାନ୍ତି ଓଡ଼ିଶାରେ ଜନ୍ମ ନେଇଥିଲେ ।

ଶିକ୍ଷା ଓ ଗବେଷଣା ସମ୍ପାଦନା

ଦାସ ଭୁବନେଶ୍ୱରର ଭାରତୀୟ ପଦାର୍ଥ ବିଜ୍ଞାନ ଅନୁଷ୍ଠାନରୁ ୨୦୦୨ ମସିହାରେ ପିଏଚଡ଼ି ସମ୍ମାନ ଲାଭ କରିଥିଲେ । ସେ କଲିକତାର ଭେରିଅବଲ ଏନର୍ଜି ସେଣ୍ଟରଠାରେ ୨୦୦୨ରୁ ୨୦୦୩ ମଧ୍ୟରେ ଡିଏଇ କେଏସ କୃଷ୍ଣନ ଫେଲୋ ଭାବେ କାମ କରୁଥିଲେ । ପରେ ୨୦୦୪ରୁ ୨୦୧୨ ଯାଏ ସେ ସେଠାରେ ସାଇଣ୍ଟିଫିକ ଅଫିସର ଭାବେ କାମ କରୁଥିଲେ । ୨୦୦୬ରୁ ୨୦୦୭ ଭିତରେ ସେ ଆମେରିକାର ଲରେନ୍ସ ବର୍କଲି ନ୍ୟାସନାଲ ଲାବୋରୋଟୋରିଠାରେ ପୋଷ୍ଟ-ଡକ୍ଟରାଲ ଫେଲୋ ଭାବେ କାମ କରୁଥିଲେ ।[୫]

ମାନସମ୍ମାନ ସମ୍ପାଦନା

  • ୨୦୧୪ ପରଠାରୁ: ALICE ପରୀକ୍ଷଣ, ଲାର୍ଜ ହାଡ୍ରନ କଲିଡର ଫାସିଲିଟି (Large Hadron Collider Facility), CERN, ଜେନେଭାଠାରେ ନିର୍ବାଚିତ ସଦସ୍ୟ
  • ୨୦୧୧-୨୦୧୪: ଡେପୁଟି ସ୍ପୋକ୍ସପର୍ସନ, ରିଲେଟିଭିଷ୍ଟିକ ହେଭି ଆଇରନ କଲିଡର ଫାଲିସିଟି ଷ୍ଟାର ଏକ୍ସପେରିମେଣ୍ଟ (Relativistic Heavy Ion Collider Facility), ବ୍ରୁକହାଭେନ ନ୍ୟାସନାଲ ଲାବୋରୋଟୋରି (Brookhaven National Laboratory), ନିଉ ୟର୍କ, ଆମେରିକା
  • ୨୦୧୦-୨୦୧୧: SwarnaJayanti Fellowship - Department of Science and Technology, Govt. of. India
  • ୨୦୧୦: Outstanding Research Investigator award - DAE-Science Research Council Fellowship - Govt. of India
  • ୨୦୦୮-୨୦୧୧: Physics Coordinator STAR Experiment, Brookhaven National Laboratory, New York, USA
  • ୨୦୦୬: Young Scientist award – Department of Atomic Energy, Govt. of India
  • ୨୦୦୩: Associate of Indian Science Academy, Bangalore
  • ୨୦୦୩: INSA Young Scientist medal – Indian National Science Academy, New Delhi
  • ୨୦୦୨: Best thesis award in nuclear physics, Indian Physics Association
  • ୨୦୦୨: Dr. K. S. Krishnan Fellowship – Department of Atomic Energy and Board of Research in Nuclear Sciences, Govt. of India
  • ୧୯୯୭: L. K. Panda Award, Institute of Physics, Bhubaneswar
  • ୧୯୯୬: University Gold Medal, Utkal University, Bhubaneswar
  • ୧୯୯୪: Best Graduate Trophy for all streams in Bachelor program, Utkal University

ପ୍ରକାଶନ ସମ୍ପାଦନା

  • Energy Dependence of Moments of Net-Proton Multiplicity Distributions at RHIC; Phys. Rev. Lett., 112, 032302 (2014)[୫]
  • Observation of an Energy-Dependent Difference in Elliptic Flow between Particles and Antiparticles in Relativistic Heavy Ion Collisions. Phys.Rev.Lett., 110, 142301 (2013)[୫]
  • Scale for the Phase Diagram of Quantum Chromodynamics. Science 332 (2011) 1525[୫]
  • Observation of the antimatter helium-4 nucleus. Nature 473 (2011) 353[୫]
  • Disoriented chiral condensate: theory and experiment. Phys.Rept. 414 (2005) 263[୫]

ଆଧାର ସମ୍ପାଦନା

  1. "Shanti Swarup Bhatnagar award 2015 announced". India Today. 26 September 2015. Retrieved 27 September 2015.
  2. "Shanti Swarup Bhatnagar Prize (SSB) for Science and Technology 201 5 List of recipients" (PDF). CSIR. Retrieved 27 September 2015.
  3. "11 selected for Shanti Swarup Bhatnagar award". ହିନ୍ଦୁ. 27 September 2015. Retrieved 27 September 2015.
  4. "Bedangadas Mohanty". Niser.ac.in. Retrieved 27 September 2015.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ "Bedangadas Mohanty". physics.niser.ac.in. Archived from the original on 6 January 2016. Retrieved 27 September 2015.