ବେଟାକ୍ସୋଲୋଲ

ଗ୍ଲକୋମା ଚିକିତ୍ସାରେ ଦିଆଯାଏ ।

ବେଟାକ୍ସୋଲୋଲ
Clinical data
Pronunciationbe tax' oh lol[୧]
Trade namesKerlone[୧]
AHFS/Drugs.comSystemic: monograph
Eye: monograph
MedlinePlusa609023
Pregnancy
category
  • AU: C
Routes of
administration
By mouth, eye drop
Legal status
Legal status
  • ℞ (Prescription only)
Pharmacokinetic data
Bioavailability89%
MetabolismLiver
Elimination half-life14–22 hours
ExcretionKidney (20%)
Identifiers
  • (RS)-1-{4-[2-(cyclopropylmethoxy)ethyl]-
    phenoxy}-3-(isopropylamino)propan-2-ol
ECHA InfoCard100.113.058 Edit this at Wikidata
Chemical and physical data
FormulaC18H29NO3
Molar mass୩୦୭.୪୩ g·mol−1
3D model (JSmol)
  • O(CCc1ccc(OCC(O)CNC(C)C)cc1)CC2CC2
  • InChI=1S/C18H29NO3/c1-14(2)19-11-17(20)13-22-18-7-5-15(6-8-18)9-10-21-12-16-3-4-16/h5-8,14,16-17,19-20H,3-4,9-13H2,1-2H3 checkY
  • Key:NWIUTZDMDHAVTP-UHFFFAOYSA-N checkY
  (verify)

ବେଟାକ୍ସୋଲୋଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କେର୍ଲୋନ, ହେଉଛି ଗ୍ଲୁକୋମା ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୨] ଏହା ଆଖିର ଚାପକୁ ପ୍ରାୟ ୩୦% ହ୍ରାସ କରିଥାଏ । [୩] ରକ୍ତଚାପ ପାଇଁ ଏହା ପ୍ରଥମ ଧାଡି ଚିକିତ୍ସା ନୁହେଁ | [୪] ଏହା ପାଟିରେ ଦିଆଯାଏ କିମ୍ବା ଆଖି ବୁନ୍ଦା ଭାବରେ ବ୍ୟବହୃତ ହୁଏ । [୧]

ପାଟିରେ ଦିଆଯଉଥିବା ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ହୃଦଗତି ହାର, ନିମ୍ନ ରକ୍ତଚାପ, ଥକାପଣ, ମୁଣ୍ଡ ବୁଲାଇବା, ଅବସାଦ, ଶୋଇବାରେ ଅସୁବିଧା, ସ୍ମୃତି ଶକ୍ତି ହ୍ରାସ ଏବଂ ଯୌନ କ୍ରିୟା ଅସୁବିଧା ହୋଇପାରେ । [୨] ଅଧିକ ମାତ୍ରାରେ ଏହା ବ୍ରୋଙ୍କୋସ୍ପାଜ୍ମ ସୃଷ୍ଟି କରିପାରେ । [୧] ଆଖି ବୁନ୍ଦାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଆଖିର ଜ୍ୱାଳା ହୋଇପାରେ । [୫] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ | [୪] ଏହା ଏକ ସିଲେକ୍ଟିଭ୍ ବିଟା<sub id="mwJg">1</sub> ରିସେପ୍ଟର ବ୍ଲକର୍ ଔଷଧ ।[୧] ଆଖିରେ ଆକ୍ୱିଅସ ହ୍ୟୁମର ଉତ୍ପାଦନ ହ୍ରାସ କରି ଏହା କାର୍ଯ୍ୟକ୍ଷମ ହୁଏ । [୩]

ବେଟାକ୍ସୋଲୋଲ ୧୯୭୫ରେ ପେଟେଣ୍ଟ କରାଯାଇଥିଲା ଏବଂ ୧୯୮୩ରେ ଚିକିତ୍ସା ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [୬] ଏହା ଏକ ସାଧାରଣ ଔଷଧ । [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୫ମିଲି ଆଖି ବୁନ୍ଦା ମୂଲ୍ୟ ୨ ପାଉଣ୍ଡ ଖର୍ଚ୍ଚ ହୋଇଥାଏ । [୫] ଯୁକ୍ତରାଷ୍ଟ୍ରରେ ଏହାର ମୂଲ୍ୟ ୨୧ ଡଲାର । [୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Betaxolol". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 15 May 2021. Retrieved 10 January 2022.
  2. ୨.୦ ୨.୧ ୨.୨ "Betaxolol". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 15 May 2021. Retrieved 10 January 2022.
  3. ୩.୦ ୩.୧ "Betaxolol (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 10 January 2022.
  4. ୪.୦ ୪.୧ "Betaxolol (Systemic) Monograph for Professionals". Drugs.com (in ଇଂରାଜୀ). Archived from the original on 6 August 2021. Retrieved 10 January 2022.
  5. ୫.୦ ୫.୧ BNF 81: March-September 2021. BMJ Group and the Pharmaceutical Press. 2021. p. 1224. ISBN 978-0857114105.
  6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 461. ISBN 9783527607495. Archived from the original on 2017-09-08. Retrieved 2021-03-21.
  7. "Betaxolol Prices, Coupons & Savings Tips - GoodRx". GoodRx. Archived from the original on 6 October 2016. Retrieved 10 January 2022.