ବୁନ୍ଦି , ରାଜସ୍ଥାନ
ବୁନ୍ଦି
बूंदी ଛୋଟୀ କାଶୀ | |
---|---|
ସହର | |
Country | India |
State | Rajasthan |
District | Bundi |
Named for | Bunda Meena (tribal leader) |
Elevation | 268 m (879 ft) |
Population (2001) | |
• Total | ୧,୦୪,୪୫୭ [୧] |
• Density | 193/km2 (500/sq mi) |
Languages | |
• Official | Hindi |
Time zone | UTC+5:30 (IST) |
PIN | 323001 |
Sex ratio | 922 ♂/♀ |
Website | bundi |
ଭୌଗୋଳିକ ସ୍ଥିତି
ସମ୍ପାଦନାବୁନ୍ଦି ସହର କୋଟାଠାରୁ 35 କିଲୋମିଟର ଓ ରାଜଧାନୀ ଜୟପୁରଠାରୁ 210 କିଲୋମିଟର ଦୂରରେ ଅବସ୍ଥିତ । ଏହାର ଦିଗବାରେଣୀ 25.44°N 75.64°E ଓ ଏହା ସମୁଦ୍ରପତ୍ତନଠାରୁ 876 ଫୁଟ ଉପରେ ରହିଛି । ଏହି ସହରର ତିନି ପାଟରେ ଅରାବଳି ପର୍ବତମାଳା ଘେରି ରହିଛି । କୋଟା - ଚିତୋର୍ଗଦ ରେଳ ପଥ ଏଠାକୁ ଯାଇଥିବା ବେଳେ ଏଠାରେ ରେଳ ଷ୍ଟେସନ ମଧ୍ୟ ରହିଛି । ଏଠାରେ କମଲେଶ୍ୱର ମନ୍ଦିର ଓ ବିଜାସନ ମାତାଙ୍କ ମନ୍ଦିର ରହିଥିବାରୁ ଏହା ପର୍ଯ୍ୟଟନ ସ୍ଥଳୀ ସହ ଏକ ହିନ୍ଦୁ ତୀର୍ଥସ୍ଥଳୀର ମାନନ୍ୟତା ପାଏ ।
ଜନ ସଂଖ୍ୟା
ସମ୍ପାଦନା2001 ଜନଗଣନା[୨] ଅନୁସାରେ ବୁନ୍ଦିର ଲୋକ ସଂଖ୍ୟା 88,312 ଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା 53% ଓ ମହୀୟାଲା ସଂଖ୍ୟା 47% ଥିବା ବେଳେ ସାକ୍ଷରତା ହାର 67% ଥିଲା । 6 ବର୍ଷରୁ କମ ଜନସଂଖ୍ୟା 14 % । ତେବେ 2011 ଜନଗଣନାରେ ଲୋକ ସଂଖ୍ୟା 104, 457କୁ ବୃଧ୍ହୀ ହେଇଥିବା ଜଣା ପଡେ ।
ଇତିହାସ
ସମ୍ପାଦନାପ୍ରାଚୀନ ସମୟରେ ଏଠାରେ ବିଭିନ୍ନ ଜଣ ଜାତି ଓ ପ୍ରଜାତିର ଲୋକ ରହୁଥିଲେ । 1342 ମସିହାରେ ରାଓ ଦେବା ହଡା ନାମକ ଜଣେ ରାଜପୁତ ମୁଖିଆ ଏହାକୁ ଅଧିକାରକୁ ନେଇ ବୁନ୍ଦି ରାଜ୍ୟ ଗଠନ କରିଥିଲେ ।
ପର୍ଯ୍ୟଟକ ଆକର୍ଷଣ ସବୁ
ସମ୍ପାଦନା- 1354 ମସିହାରେ ନିର୍ମିତ ତାରାଗଡ ଦୁର୍ଗ ଏଠାରେ ଏକ ଦର୍ଶନୀୟ ପ୍ରାଚୀନ ସ୍ଥାପତ୍ୟ । ଏହା 16 ତମ ଶତାବ୍ଦୀରେ ଭୀମ ବୁରୁଜ ନାମରେ ଏକ ଦୁର୍ଗ ଭାବରେ ଥିଲା ।
- ବୁନ୍ଦି ରାଜମହଳ ପାହାଡର ସମୀପ ଅଞ୍ଚଳରେ ଅବସ୍ଥିତ ଏବଂ ଏହା ପ୍ରାଚୀନ ମୁରାଲ ଚିତ୍ରପଟ ଓ ଚରୁ କଳା ସହ ରହିଛି ।
- ବୁନ୍ଦି ନିକଟରେ ଅନନ୍ୟ ଧାରଣର ସ୍ଟେପ କୂପ ଦେଖିବାକୁ ମିଳେ । ଏହା ମଧ୍ୟରୁ 'ରାଣିଜୀ କି ବୋରୀ " ନାମକ କୂପ 46 ମିଟର ତଳକୁ ଖନନ କରି 1699 ମସିହାରେ ନିର୍ମିତ ହେଇଥିଲା । ଏହାର ପାଉଞ୍ଚ ଦେଇ ତଳକୁ ଯାଇ ହୁଏ ।
- ବୁନ୍ଦି ନିକଟରେ ନବଲ ସାଗର ନାମକ ଏକ କୁତ୍ରିମ ହ୍ରଦ ରହିଛି । ବିଭିନ୍ନ ନାଳ ଦେଇ ଏଠାକୁ ଜଳ ପ୍ରବେଶ କରିଥାଏ । ଏହା ମଧ୍ୟରେ ଏକ ବରୁଣ ଦେବତାଙ୍କ ମଦିର ରହିଛି ଯାହା ଅର୍ଦ୍ଧ ଭାଗ ଜଳରେ ବୁଡି ରହିଥାଏ ।
ସ୍ଟେପ କୂପ
ସମ୍ପାଦନାବୁନ୍ଦି ସହରରେ 50ରୁ ଉର୍ଦ୍ଧ ପ୍ରାଚୀନ ସ୍ଟେପ କୂପ ରହିଛି । ଏଠି ମଧ୍ୟରୁ ଅନେକ ବ୍ୟବହାର ହୁଏ ନାହିଁ । କେବଳ 'ରାଣିଜୀ କି ବଓୟାରି" ନାମକ କୂପ ବର୍ତ୍ତମାନ ପର୍ଯ୍ୟଟକମାନଙ୍କୁ ଆଗ୍ରହ ପ୍ରଦାନ କରିଥାଏ ।
Gallery
ସମ୍ପାଦନା-
Mother and child in Bundi in the year 1986.
ଯାନୀ ଯାତ୍ରା
ସମ୍ପାଦନା1. କଜାଲି ତିଜ 2. ଗଙ୍ଗାଉର ଉତ୍ସବ 3. ବୁନ୍ଦି ଉତ୍ସବ
ଆଧାର
ସମ୍ପାଦନା- ↑ ଆଧାର ଭୁଲ: ଅଚଳ
<ref>
ଚିହ୍ନ;bundi_census2011
ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ । - ↑ "Census of India 2001: Data from the 2001 Census, including cities, villages and towns (Provisional)".
ବାହାର ଲିଙ୍କ
ସମ୍ପାଦନାପୁନଶ୍ଚ ପଠନ
ସମ୍ପାଦନା- Bayley, C.S. Chiefs and Leading Families in Rajputana (hardback). India: Office of the superintendent of Government Printing. p. 114. ISBN 81-206-1066-0.
- Beny, Roland; Matheson, Sylvia A. (1984). Rajasthan – Land of Kings. London: Frederick Muller. p. 200 pages. ISBN 0-584-95061-6.
- Crump, Vivien; Toh, Irene (1996). Rajasthan (hardback). London: Everyman Guides. p. 400 pages. ISBN 1-85715-887-3.
- Martinelli, Antonio; Michell, George (2005). The Palaces of Rajasthan. London: Frances Lincoln. p. 271 pages. ISBN 978-0-7112-2505-3.
- Sodhi, Jiwan (1999). A Study of Bundi School of Painting (hardback). India: Abhinav Publications. ISBN 81-7017-347-7.
- Tod, James. Annals and Antiquities of Rajasthan (With a Preface by Douglas Sladen). 54, Jhansi Road, New Delhi-1100055: Oriental Books Reprint Corporation.