ବୁଧ
ବୁଧ ସୌରଜଗତର ଏକ ଅଂଶବିଶେଷ । ସୂର୍ଯ୍ୟଠାରୁ ଏହା ପ୍ରଥମ ଗ୍ରହ ।
ବିଶେଷତା
ସମ୍ପାଦନାଏହା ଅତ୍ୟନ୍ତ ଉତ୍ତପ୍ତ ଏବଂ ସେହି ତୁଳନାରେ ଥଣ୍ଡା ମଧ୍ୟ|
ଦୂରତା ଅନୁସାରେ ବୁଧ ସୂର୍ଯ୍ୟର ନିକଟତମ ଗ୍ରହ| ଆୟତନ ଅନୁସାରେ ଏହ ସୌରଜଗତର କ୍ଷୁଦ୍ରତମ ଗ୍ରହ| ସୂର୍ଯ୍ୟର ଅତି ନିକଟରେ ଥିବାରୁ ଏହାର ପରିକ୍ରମଣ ବେଗ ଖୁବ୍ ବେଶୀ | ନଚେତ୍ ଏହ ସୂର୍ଯ୍ୟଙ୍କ ଆଡକୁ ଆକର୍ଷିତ ହୋଇ ତା ସହିତ ମିଶି ଯାଇଥାନ୍ତା| ଏହାର ପରିକ୍ରମଣ କାଳ ପ୍ରାୟ ୫୮ ଦିନ ଓ ଆବର୍ତନ କାଳ ପ୍ରାୟ ୫୯ ଦିନ| ବୁଧର ବାୟୁମଣ୍ଡଳ ପ୍ରାୟ ନାହିଁ କହିଲେ ବି ଚଳିବ |
ଆଧାର
ସମ୍ପାଦନାଅଧିକ ତଥ୍ୟ
ସମ୍ପାଦନାMercury (planet) ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ | |
କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ | |
ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ | |
ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ | |
ଉଇକିକଥାରୁ ଢଗଢମାଳି ଓ କଥାମାନ | |
ଉଇକିଉତ୍ସରୁ ମୂଳାଧାର ଲେଖାମାନ | |
ଉଇକିପୋଥିରେ ପଢ଼ାବହିମାନ |
ଉଇକିମିଡ଼ିଆ କମନ୍ସରେ Mercury (planet)-ସମ୍ପର୍କିତ ମିଡ଼ିଆ
- Atlas of Mercury—NASA Archived 2011-03-09 at the Wayback Machine.
- Gazeteer of Planetary Nomenclature – Mercury (USGS)
- SolarViews.com—Mercury
- Astronomy Cast: Mercury
- Geody Mercury World’s search engine that supports NASA World Wind, Celestia, and other applications.
- A Day On Mercury flash animation
- Mercury articles in Planetary Science Research Discoveries
- ‘BepiColombo’, ESA’s Mercury Mission
- ‘Messenger’, NASA’s Mercury Mission