ବୀଣା ବାନାର୍ଜୀ
ଭାରତୀୟ ଅଭିନେତ୍ରୀ
ବୀଣା ବାନାର୍ଜୀ (ଜନ୍ମ: ୧୯ ଫେବୃଆରୀ ୧୯୪୩) ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ବଙ୍ଗଳା ଓ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି ।
ବୀଣା ବାନାର୍ଜୀ | |
---|---|
ଜନ୍ମ | [୧] | ୧୯ ଫେବୃଆରୀ ୧୯୪୩
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୭୭–ଏବେଯାଏଁ |
ବୈବାହିକ-ସାଥୀ | ଅଜୟ ବିଶ୍ୱାସ (ବିବାହ ବିଚ୍ଛେଦ) |
ପିତାମାତା | ପ୍ରଦୀପ କୁମାର |
ଜୀବନୀ
ସମ୍ପାଦନାବୀଣା ୧୯୪୩ ମସିହା ଫେବୃଆରୀ ମାସରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରଦୀପ କୁମାର (୧୯୨୫-୨୦୦୧) ଜଣେ କଥାଚିତ୍ର ଅଭିନେତା ଥିଲେ । ଜନ୍ମ ସମୟରେ ତାଙ୍କ ନାମ ଥିଲା ବୀଣା ବତାବ୍ୟାଲ୍ । ସେ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଅଜୟ ବିଶ୍ୱାସଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ, ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା ।[୨] ତାଙ୍କ ପୁଅ ସିଦ୍ଧାର୍ଥ ବାନାର୍ଜୀ ଜଣେ ସହକାରୀ ନିର୍ଦ୍ଦେଶକ ଭାବରେ ହିନ୍ଦୀ କଥାଚିତ୍ର ହାଉସ୍ଫୁଲ୍ ୨ (୨୦୧୨) ଓ ହିମ୍ମତୱାଲା (୨୦୧୩) ରେ କାମ କରିଛନ୍ତି ।[୩]
ଅଭିନୀତ କଥାଚିତ୍ର
ସମ୍ପାଦନା- ରୁସ୍ଲାନ୍
- ରାଧେ ଶ୍ୟାମ୍
- କାର୍ୱାଁ
- ଖୁଦା କସମ୍
- ବାବୁଲ୍
- ଅଲଗ୍
- ଆତ୍ମା
- ହମ୍କୋ ତୁମ୍ସେ ପ୍ୟାର୍ ହୈ
- ବର୍ସାତ୍
- ଇନ୍ଶାନ୍
- ଇସ୍କ
- କୋଇ... ମିଲ୍ ଗୟା
- ଅନ୍ଦାଜ୍
- ଖୁସି
- ମସିହା
- ଖୌଫ୍
- ହିପ୍ ହିପ୍ ହୁରେ
- ଜିଦ୍ଦି
- ମୋହବତ୍
- ନସୀବ୍
- କ୍ରିମିନାଲ୍
- ପ୍ରେମ୍
- ଦିବାର୍
- ଅଞ୍ଜାମ୍
- ରାଜା ବାବୁ
- ଛୋଟି ବୋହୂ
- ଶକ୍ତିମାନ୍
- ଖିଲାଡ଼ି
- ବଂଶ
- ଦୋ ହଂସୋଁ କା ଜୋଡ଼ା
- ବାଘି
- ବନ୍ଦ ଦରୱାଜା
- ଯାନେ ଦୋ
- ତେଜା
- ଭ୍ରଷ୍ଟାଚାର
- ମେରି ଜବାନ୍
- ସାୟା
- ଜଖ୍ମି ଔରତ୍
- ମହାବୀରା
- ତମାଚା
- ପରିବାର୍
- ଅସଲି ନକ୍ଲି
- ମେରି ଜଙ୍ଗ୍
- ସ୍ୱାମୀ ଦାଦା
- ଲଭ୍ ଷ୍ଟୋରୀ
- ଦୂଷ୍ରା ଆଦମି
ଆଧାର
ସମ୍ପାଦନା- ↑ "Artist's profile on Times of India website". Archived from the original on 1 March 2020. Retrieved 20 May 2019.
- ↑ "Ajoy Biswas". Archived from the original on 2 April 2017. Retrieved 11 January 2017.
- ↑ "Sajid Khan's starry affair in Himmatwala". Hindustan Times. 9 March 2013. Archived from the original on 13 March 2013. Retrieved 22 March 2013.
ବାହାର ଲିଙ୍କ୍
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ବୀଣା ବାନାର୍ଜୀ