ବିସମଥ ସବସାଲିସିଲେଟ
ବିସମଥ ସବସାଲିସିଲେଟ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ପେପ୍ଟୋ-ବିସ୍ମୋଲ୍, ଏକ ଔଷଧ ଯାହା ତରଳ ଝାଡ଼ା, ଅଇ, ଅଜିର୍ଣ୍ଣ ଓ ବୁକୁଜ୍ୱାଳା ପାଇଁ ବ୍ୟବହୃତ ହୁଏ । [୧] ବୁକୁଜ୍ୱାଳା ପାଇଁ ଏହାର ବ୍ୟବହାର ବ୍ରିଟେନରେ ସାଧାରଣତଃ ସୁପାରିଶ କରାଯାଏ ନାହିଁ । [୨] ହେଲିକୋବ୍ୟାକ୍ଟର ପାଇଲୋରି ସଂକ୍ରମଣର ଚିକିତ୍ସା ପାଇଁ ଏହା ଅନ୍ୟାନ୍ୟ ଔଷଧ ସହିତ ଏହା ବ୍ୟବହୃତ ହୁଏ । [୩] [୪] ଏହା ତରଳ କିମ୍ବା ଟାବଲେଟ୍ ଭାବରେ ପାଟିରେ ଦିଆଯାଏ । [୩] [୪]
Clinical data | |
---|---|
Trade names | Pepto-Bismol, Peptic Relief, Pink Bismuth, others |
Synonyms | Bismuth salts |
AHFS/Drugs.com | monograph |
MedlinePlus | a607040 |
Routes of administration | By mouth |
Legal status | |
Legal status |
|
Identifiers | |
| |
ECHA InfoCard | 100.035.397 |
Chemical and physical data | |
Formula | C7H5BiO4 |
Molar mass | ୩୬୨.୦୯ g·mol−1 |
3D model (JSmol) | |
| |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଏକ କଳା ଜିଭ କିମ୍ବା ଗାଢ଼ ମଳ ହୋଇପାରେ ।[୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ରେ ସିଣ୍ଡ୍ରୋମ ଏବଂ ସ୍ନାୟୁଗତ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ। [୩] ଆସ୍ପିରିନ୍ରେ ଆଲର୍ଜି ଥିବା ବ୍ୟକ୍ତିଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ ଏବଂ ବଡ଼ ମାତ୍ରାରେ ଗ୍ରହଣ କଲେ ସାଲିସିଲାଟ୍ ବିଷକ୍ରିୟା ହୋଇପାରେ | [୩] [୨] ଗର୍ଭଧାରଣର ଶେଷ ତୃତୀୟାଂଶରେ ଦେଲେ ଏହା ଶିଶୁକୁ କ୍ଷତି ପହଞ୍ଚାଇପାରେ । [୩] ଏହା ପେଟ ଭିତରେ ଏକ ପ୍ରତିରକ୍ଷା ଆବରଣ ସୃଷ୍ଟି କରି କାର୍ଯ୍ୟକ୍ଷମ ହୁଏ । [୫]
୧୯୧୦ ଦଶକରେ ବିସମଥ ସବସାଲିସିଲେଟ ଚିକିତ୍ସା ବ୍ୟବହାରରେ ଆସିଥିଲା । [୫] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ । [୬] ଏହାକୁ ଏକ " ଆଣ୍ଟାସିଡ୍ " ଭାବରେ ବର୍ଣ୍ଣନା କରାଯାଉଥିବାବେଳେ ଏହାର ଆଣ୍ଟାସିଡ୍ ଗୁଣ ନାହିଁ । [୭] ଯୁକ୍ତରାଷ୍ଟ୍ରରେ ୨୬୨ ମିଗ୍ରାର ୩୦ଟି ବଟିକାର ଦାମ ୧୧ ଡଲାର ଅଟେ । [୮]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Bismuth Salts Monograph for Professionals". Drugs.com (in ଇଂରାଜୀ). Archived from the original on 28 March 2016. Retrieved 8 October 2020.
- ↑ ୨.୦ ୨.୧ BNF 79 : March 2020. London: Royal Pharmaceutical Society. 2020. p. 73. ISBN 9780857113658.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Bismuth Salts Monograph for Professionals". Drugs.com (in ଇଂରାଜୀ). Archived from the original on 28 March 2016. Retrieved 8 October 2020.
- ↑ ୪.୦ ୪.୧ BNF 79 : March 2020. London: Royal Pharmaceutical Society. 2020. p. 73. ISBN 9780857113658.
- ↑ ୫.୦ ୫.୧ Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 59. ISBN 978-0-470-01552-0. Archived from the original on 2021-08-28. Retrieved 2020-10-09.
- ↑ Brodin, Michael (1998). The Over-The-Counter Drug Book (in ଇଂରାଜୀ). Simon and Schuster. p. 48. ISBN 978-0-671-01380-6. Archived from the original on 2021-08-28. Retrieved 2020-10-09.
- ↑ Brodin, Michael (1998). The Over-The-Counter Drug Book (in ଇଂରାଜୀ). Simon and Schuster. p. 48. ISBN 978-0-671-01380-6. Archived from the original on 2021-08-28. Retrieved 2020-10-09.
- ↑ "Bismuth subsalicylate Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 9 October 2020.