Topic on ଉଇକିପିଡ଼ିଆ:ଆଲୋଚନା ସଭା

Ssgapu22 (ଆଲୋଚନାଅବଦାନ)

୨୦୧୫ ମସିହାରୁ ଆମେ ଏସିଆ ମାସ ଗଣସମ୍ପାଦନାରେ ଅଂଶଗ୍ରହଣ କରି ଆସୁଛନ୍ତି । ଏହି ବର୍ଷ ମଧ୍ୟ ଏହି ଗଣ-ସମ୍ପାଦନା ପୁଣିଥରେ ଆୟୋଜନ କରାଯାଇଛି । ଏଥର ୧ ନଭେମ୍ବରରୁ ଆରମ୍ଭ ହୋଇ ୩୧ ଡିସେମ୍ବର ୨୦୨୩ ଯାଏଁ ଏହି ଗଣ-ସମ୍ପାଦନା ଚାଲିବ । ତେଣୁ ସଭିଙ୍କୁ ଯୋଗ ଦେବାକୁ ଅନୁରୋଧ ।

"ଏସିଆ ମାସ ଗଣ-ସମ୍ପାଦନା ବାବଦରେ"ଙ୍କୁ ଉତ୍ତର