Topic on ଉଇକିପିଡ଼ିଆ:ଆଲୋଚନା ସଭା

Psubhashish (ଆଲୋଚନାଅବଦାନ)

Wikimedia Summit 2022ରେ ଉଇକିମିଡ଼ିଆ ଆଫିଲିଏଟସବୁ ଓ ଉଇକିମିଡ଼ିଆ ଫାଉଣ୍ଡେସନ ଏକାଠି ମିଶି ଉଇକିମିଡ଼ିଆ ଅଭିଯାନର ଭବିଷ୍ୟତ ବାବଦରେ ଆଲୋଚନା କରିବେ । ଆସନ୍ତା ସେପ୍ଟେମ୍ବରରେ ଏହା ବର୍ଲିନରେ ହେବ ଏବଂ ଆଲୋଚନାସବୁ '2030 Movement Strategy' ବିଷୟରେ ହେବ । ଦୟାକରି ତଳ ଫର୍ମରୁ ଏପ୍ରିଲ ୧୨ ତାରିଖ ସୁଦ୍ଧା ଜଣେ ଓଡ଼ିଆ ଉଇକିଆଳିଙ୍କୁ ଏଥିରେ ଭାଗ ନେବା ପାଇଁ ବାଛିବେ । ନିଜକୁ ମଧ୍ୟ ବାଛିପାରିବେ । ବିଦ୍ର: ନାମତାଲିକାରେ ନିକଟରେ ସକ୍ରିୟଥିବା ଓ ଉଇକି ସମୁଦାୟ ଗଠନରେ ନିକଟରେ ଭାଗନେଇଥିବା ଉଇକିଆଳିଙ୍କ ନାମ କେବଳ ରହିଛି । ଯଦି କାହାରି ନାମ ଭୁଲରେ ନଥାଏ ଦୟାକରି ଜଣାଇବେ ।

https://docs.google.com/forms/d/e/1FAIpQLSeJZI-YW2aJFfEkQr7z9LXp_vbyiX-qOYY6zo0upn-12jRp3Q/viewform?usp=sf_link

Psubhashish (ଆଲୋଚନାଅବଦାନ)

ଯେଉଁମାନେ ଏ ସମୟ ଭିତରେ ନିଜ ନିଜ ମତ ଦେଇପାରିଲେ ସମସ୍ତଙ୍କୁ ଧନ୍ୟବାଦ । ମିଳିଥିବା ମତ, ଆଗରୁ ହୋଇଥିବା ଆଲୋଚନା ଓ ଏହି କାର୍ଯ୍ୟକ୍ରମର ବିଷୟବସ୍ତୁରେ ଦଖଲ ଆଦି ସମସ୍ତ ବିଷୟକୁ ଭିତ୍ତି କରି @MKarଙ୍କୁ ବଛାଗଲା । ସେ ଆମ ୟୁଜର ଗ୍ରୁପର ପ୍ରତିନିଧି ଭାବେ ଏହି କାର୍ଯ୍ୟକ୍ରମରେ ଭାଗନେବେ ।

"Wikimedia Summit 2022 ପାଇଁ ମନୋନୟନ (ଶେଷ ତାରିଖ: ଏପ୍ରିଲ ୧୨)"ଙ୍କୁ ଉତ୍ତର