ବିଶ୍ୱ ନାଟ୍ୟ ଦିବସ
ବିଶ୍ୱ ନାଟ୍ୟ ଦିବସ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଦ୍ୱାରା ପ୍ରତିବର୍ଷ ମାର୍ଚ୍ଚ ମାସ ୨୭ ତାରିଖରେ ପାଳନ କରାଯାଏ । ୧୯୬୧ ମସିହାରୁ ଏହା ପାଳିତ ହୋଇ ଆସୁଛି ।[୧]
ବିଶ୍ୱ ନାଟ୍ୟ ଦିବସ | |
---|---|
ପ୍ରକାର | ଆନ୍ତର୍ଜାତିକ |
ତାରିଖ | ମାର୍ଚ୍ଚ ମାସ ୨୭ ତାରିଖ |
ପୁନଃପୌନିକତା | ବାର୍ଷିକ |
ଇତିହାସ
ସମ୍ପାଦନା୧୯୬୧ ମସିହାରେ 'ଅର୍ଭୀ କିଭିମା' ବିଶ୍ୱ ନାଟ୍ୟ ଦିବସ ପାଳନ କରାଯିବା ନେଇ ପ୍ରସ୍ତାବ ରଖିଥିଲେ ।[୨][୩] ସେହି ବର୍ଷରୁ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନଦ୍ୱାରା ପାଳିତ ହେଉଛି । ଏହା ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନର ବିଭିନ୍ନ ଦେଶରେ ଥିବା ସାଖା ଓ ଆନ୍ତର୍ଜାତୀୟ ନାଟ୍ୟ କର୍ମୀମାନଙ୍କଦ୍ୱାରା ପାଳନ କରାଯାଏ । ଏହି ଅବସରରେ ବିଭିନ୍ନ ନାଟ୍ୟ ସମ୍ପାନ ଆଦି ଆୟୋଜନ କରାଯାଏ ।[୪] ବିଶ୍ୱର ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ନାଟକ ଓ ବିଶ୍ୱ ଶାନ୍ତିଉପରେ ନିଜର ସଂଦେଶ ପ୍ରଦାନ କରିଥାନ୍ତି ଓ ଏହି ସଂଦେଶ ବିଶ୍ୱବ୍ୟାପି ପ୍ରେରଣ କରାଯାଇଥାଏ । ୧୯୬୨ ମସିହାରେ ପ୍ରଥମ କରି ଏହି ସଂଦେଶ ପ୍ରଦାନ କରିଥିଲେ ଫ୍ରାନ୍ସର 'ଜୀନ କକଟ୍ୟେୟୁ' ।
ଆଧାର
ସମ୍ପାଦନା- ↑ VK Publications Pvt Ltd (22 August 2019). Xam idea Complete Course English Class 10. VK Global Publications. pp. 51–. ISBN 978-93-88893-32-9.
- ↑ Chambers, Colin (2006). Continuum Companion to Twentieth Century Theatre. Continuum International Publishing Group. p. 849. ISBN 9781847140012.
- ↑ World Theatre. Elsevier. 1968.
- ↑ Ian Herbert; Nicole Leclercq (27 January 2014). The World of Theatre: Edition 2000. Taylor & Francis. pp. 277–. ISBN 978-1-136-36684-0.