ବିଶ୍ୱରୂପ

୨୦୧୯ର ଓଡ଼ିଆ କଥାଚିତ୍ର

ବଶ୍ୱରୂପ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବିଶ୍ୱରୂପ ମିଶ୍ର । ବିନୋଦିନୀ ମିଶ୍ର ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ମନୋରଞ୍ଜନ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସରୋଜ କାନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଲେଖିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ବିଶ୍ୱରୂପ
ନିର୍ଦ୍ଦେଶକସରୋଜ କାନ୍ତ
ପ୍ରଯୋଜକବିଶ୍ୱରୂପ ମିଶ୍ର
ସଂଳାପମନୋରଞ୍ଜନ ଦାସ
ଚିତ୍ରନାଟ୍ୟସରୋଜ କାନ୍ତ
କାହାଣୀବିନୋଦିନୀ ମିଶ୍ର
କଳାକାରବିଶ୍ୱରୂପ
ଅମ୍ରିତା
ତନୁଷ୍କା
ମନୋଜ ମିଶ୍ର
ଶ୍ୱେତା ଆଚାର୍ଯ୍ୟ
ସଙ୍ଗୀତବିଭୂତି ଭୁଷଣ ଗଡ଼ନାୟକ
ଚିତ୍ରଗ୍ରହଣଧିରେନ ସାହୁ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୩ ଡିସେମ୍ବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଶ୍ୱରୂପ, ଅମ୍ରିତା ଏବଂ ତନୁଷ୍କା ।[୨] ମନୋଜ ମିଶ୍ର, ଶ୍ୱେତା ଆଚାର୍ଯ୍ୟ, ରକ୍ ପାତ୍ର, ଜୟା ଗୋସ୍ୱାମୀ, ଦେବୀ ବାରିକ, କାଳୀ, ମିଲନ, ସଞ୍ଜୟ, ସୁଶାନ୍ତ ଭଳି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ବିଭୂତି ଭୁଷଣ ଗଡ଼ନାୟକ ।[୨] ମନୋରଞ୍ଜନ ଦାସ, ବାପୁ ଗୋସ୍ୱାମୀ, ପଞ୍ଜାନନ ନାୟକ, ବିଭୂତି ଭଳି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଦୀପ୍ତିରେଖା ପାଢ଼ୀ, ବିଷ୍ଣୁମୋହନ କବି, ସ୍ୱୟମ ପାଢ଼ୀ, ଅନୁରାଗ, ସତ୍ୟଜିତ ପ୍ରଧାନ, ଅର୍ପିତା କର, ସୋହିନୀ ମିଶ୍ର, ତାରିକ୍ ଅଜିଜ୍, ରାଜନନ୍ଦିନୀ ପଣ୍ଡା ଭଳି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ବିଶ୍ୱରୂପ"ମନୋରଞ୍ଜନ ଦାସଅନୁରାଗ 
2."ରେହନୁମା"   
3."ତୋ ପ୍ରେମ"ପଞ୍ଚାନନ ନାୟକସ୍ୱୟମ ପାଢ଼ୀ 
4."ସାତରଙ୍ଗୀ ଚଢ଼େଇ"ପଞ୍ଚାନନ ନାୟକଦୀପ୍ତିରେଖା ପାଢ଼ୀ, ବିଷ୍ଣୁମୋହନ କବି 
5."ଫୁର୍‌‌ଫୁର୍" ହ୍ୟୁମାନ ସାଗର, ଅସୀମା ପଣ୍ଡା 
6."ଚୁଲୁବୁଲି ମନ ମୋର"   
7."ଲୋକାଲ୍ ଟୋକା" ତାରିକ୍ ଅଜିଜ୍, ରାଜନନ୍ଦିନୀ ପଣ୍ଡା 

ଆଧାର ସମ୍ପାଦନା

  1. "ଡିସେମ୍ବରରେ ପରଦାକୁ ଆସିବ 'ବିଶ୍ୱରୂପ'". Samaya Live. ସମୟ. 21 November 2019. Retrieved 24 December 2019.
  2. ୨.୦ ୨.୧ "ରିଲିଜ ହେଲା ଆଗାମୀ ଓଡ଼ିଆ ଫିଲ୍ମ 'ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍'ର ରୋମାଣ୍ଟିକ ଗୀତ 'ଓ ରେହନୁମା' | Kanak Lifestyle". Kanak Lifestyle. କନକ ନ୍ୟୁଜ୍. 28 November 2019. Retrieved 24 December 2019.
  3. "ଓଲିଉଡ୍ ପରଦାରେ ମୁକ୍ତିଲାଭ କଲା ଆକ୍ସନ୍ - ଡ୍ରାମା ଚଳଚ୍ଚିତ୍ର 'ବିଶ୍ୱରୂପ- ବର୍ଣ୍ଣ ଟୁ ଫାଇଟ୍' - KANAK Lifestyle". Dailyhunt (in ଇଂରାଜୀ). Ollywood. 13 December 2019. Retrieved 24 December 2019.
  4. "A yen for acting". OrissaPOST (in English). 25 April 2019. Archived from the original on 8 November 2021. Retrieved 8 November 2021.{{cite news}}: CS1 maint: unrecognized language (link)
  5. "ନୂଆ ଓଡ଼ିଆ ଛବି 'ଶଙ୍କର'ରେ ମୁଖ୍ୟଭୂମିକାରେ ନଜର ଆସିବେ ସିଦ୍ଧାନ୍ତ, ଦେବାନନ୍ଦ ଓ ଶିବା". Sambad. ଭୁବନେଶ୍ୱର. 24 June 2023. Archived from the original on 18 September 2023. Retrieved 18 September 2023.

ବାହାର ଆଧାର ସମ୍ପାଦନା