ଆନ୍ତର୍ଜାତିକ ନୃତ୍ୟ ଦିବସ

ବିଶ୍ୱ ଦିବସ

ଆନ୍ତର୍ଜାତିକ ନୃତ୍ୟ ଦିବସ ପ୍ରତିବର୍ଷ ଅପ୍ରେଲ ମାସ ୨୯ ତାରିଖ ଦିନ ପାଳନ କରାଯାଏ ।[୧] ୟୁନେସ୍କୋର ଅଂଶୀଦାର ଅନୁଷ୍ଠାନ ଆନ୍ତର୍ଜାତୀୟ ନାଟ୍ୟ ଅନୁଷ୍ଠାନ(ଆଇଟିଆଇ)ର ନୃତ୍ୟ ସମିତିଦ୍ୱାରା ଏହି ଦିବସ ୧୯୮୨ ମସିହାରୁ ପାଳିତ ହେଉଛି । ଆଧୁନିକ ବାଲେଟ ନୃତ୍ୟର ଜନକ ଜିନ ଜର୍ଜେସ ନଭେରଙ୍କ ଜନ୍ମଦିବସ ଅପ୍ରେଲ ୨୯ତାରିଖ ଦିନ ଏହି ଦିବସ ପାଳନ କରାଯାଏ ।[୨]

ଆନ୍ତର୍ଜାତିକ ନୃତ୍ୟ ଦିବସ
ପାଳନକାରୀୟୁନେସ୍କୋ
ତାରିଖ୨୯ ଅପ୍ରେଲ
ପୁନଃପୌନିକତାବାର୍ଷିକ

ବିଶେଷତ୍ୱ ସମ୍ପାଦନା

୧୯୮୨ ମସିହାରୁ ପ୍ରତିବର୍ଷ ଆଇଟିଆଇ, ନୃତ୍ୟ କ୍ଷେତ୍ରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱଙ୍କୁ ଏହି ଦିବସ ବାବଦରେ ଏକ ବାର୍ତ୍ତା ଲେଖିବାକୁ ଅନୁରୋଧ କରେ । ବିଶ୍ୱର କୌଣସି ଏକ ସହରରେ ଆଇଟିଆଇଦ୍ୱାରା ବିଭିନ୍ନ ପ୍ରକାରର ନୃତ୍ୟ ପ୍ରଦର୍ଶନ, ସମ୍ପାନ ଆଦି ଆୟୋଜନ କରାଯାଏ ।[୩]

ଆଧାର ସମ୍ପାଦନା

  1. Bureau, Sambad (29 April 2023). "ଆନ୍ତର୍ଜାତିକ ନୃତ୍ୟ ଦିବସ ଆଜି". Sambad. Retrieved 29 April 2024.
  2. "Dance Day 2015 - Message by Mr Pérez de Armiñán, UNESCO's Assistant Director-General for Culture" (PDF).
  3. "Dance Day".

ବାହାର ଆଧାର ସମ୍ପାଦନା