ଉପବାସ

ଉପବାସ ବ୍ରୋତ

ଉପବାସ ଶବ୍ଦକୁ ଲୋକେ ଉପାସ ବୋଲି କହିଥାନ୍ତି । ଆଂଶିକ ଖାଦ୍ୟ ଗ୍ରହଣ କରିବା କିମ୍ବା ଖାଦ୍ୟ ଗ୍ରହଣ କରିବା ଅନିଚ୍ଛାକୁ ଉପବାସ କୁହାଯାଏ । ଏହା ସାଧାରଣତଃ ୨୪ ଘଣ୍ଟା ପାଇଁ କିମ୍ବା ସାମୟିକ ଭାବେ ଅତିକମରେ ୧୨ ଘଣ୍ଟାରୁ ଆରମ୍ଭ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ପାଳନ କରାଯିବାର ଦେଖାଯାଏ । ଜଳ ଉପବାସରେ କେବଳ ଜଳ ଗ୍ରହଣ କରାଯାଏ । ପ୍ରାୟ ସମସ୍ତ ଧର୍ମର ଲୋକେ ବିଭିନ୍ନ ନାମରେ ଏହାକୁ ପାଳନ୍ତି । ଖାଦ୍ୟଭାବରୁ ମଧ୍ୟ ଅନେକ ଲୋକ ଉପାସେ ରହନ୍ତି ।ଧର୍ମପ୍ରାଣ ବ୍ୟକ୍ତିମାନେ ଏହାକୁ ଅତି ନିଷ୍ଠାର ସହ ପାଳନ କରନ୍ତି ।

ହିନ୍ଦୁ ଧର୍ମରେ ପାଳନ ସମ୍ପାଦନା

ସାଧାରଣତଃ ଓଷା ବ୍ରତମାନଙ୍କରେ ଅଧ୍ୟାତ୍ମବାଦୀ ଲୋକେ ଉପବାସ କରିଥାନ୍ତି । କେତେକ ଏକାଦଶୀ ବ୍ରତର ନିଷ୍ଠବାଂ ଲୋକ ମାତ୍ର ଗଣ୍ଡୁଷେ ଜଳତୁଳସୀ ପାନ କରି ବ୍ରତ ରଖନ୍ତି । ଅନ୍ୟାନ୍ୟ ବ୍ରତ ମାନଙ୍କରେ ଫଳାହାର କରାଯାଇଥାଏ । ସ୍ଥଳ ବିଶେଷରେ କିଛି ଲୋକ ଏକ ବକ୍ତ ହବିଷ୍ୟାନ୍ନ ଭକ୍ଷଣ କରନ୍ତି ।

ବୌଦ୍ଧ ଧର୍ମରେ ପାଳନ ସମ୍ପାଦନା

ଖ୍ରୀଷ୍ଟିୟାନ ଧର୍ମରେ ପାଳନ ସମ୍ପାଦନା

ଜୈନ ଧର୍ମରେ ପାଳନ ସମ୍ପାଦନା

ଶୀଖ ଧର୍ମରେ ପାଳନ ସମ୍ପାଦନା

ଇସଲାମ ଧର୍ମରେ ପାଳନ ସମ୍ପାଦନା

ରାଜନୀତିରେ ଉପବାସ ସମ୍ପାଦନା

ସ୍ୱାସ୍ଥ୍ୟଗତ ଦୃଷ୍ଟିକୋଣ ସମ୍ପାଦନା

ଉପବାସ କରିବା ଫଳରେ ମନ ପ୍ରଫୁଲ୍ଲ ରୁହେ ଓ ଚିତ୍ତ ଶୁଦ୍ଧ ହୁଏ । କ୍ରମାଗତ ତିନିଦିନ ଉପବାସ ରହିବା ଫଳରେ ଶରୀର ମଧ୍ୟରେ ନୂତନ ଶ୍ୱେତ କଣିକା ସୃଷ୍ଟି ହୋଇଥାଏ ଏବଂ ଉକ୍ତ ଶ୍ୱେତ କଣିକା ପ୍ରାକୃତିକ ଭାବେ ଜୀବାଣୁଭୂତାଣୁ ଆଦିକୁ ନଷ୍ଟ କରି ଦେଇଥାଏ । ଅର୍ଥାତ ଉପବାସ ଫଳରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ । କର୍କଟ ରୋଗ ଭଳି ମାରାତ୍ମକ ବ୍ୟାଧି ଭୋଗୁଥିବା ମଣିଷମାନେ ଏହାଦ୍ୱାରା ବିଶେଷ ଉପକୃତ ହୋଇପାରିବେ । ତେଣୁ କେବଳ ଧାର୍ମିକ ଦୃଷ୍ଟିକୋଣ ଯୋଗୁ ନୁହେଁ ବରଂ ସ୍ୱାସ୍ଥ୍ୟଗତ କାରଣ ଯୋଗୁ ସମସ୍ତ ବୟସ୍କ ବ୍ୟକ୍ତିଙ୍କୁ ଉପବାସ ରହିବ ପାଇଁ ଗବେଷକମାନେ ପରାମର୍ଶ ଦିଅନ୍ତି ।