"ଅସ୍ଥି ଭଗ୍ନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
→‎ଜଟିଳତା(Complications): ବିଷୟରେ ଲେଖାଗଲା
୧୭୪ କ ଧାଡ଼ି:

=== ଜଟିଳତା(Complications) ===
ଅସ୍ଥି ଭଗ୍ନ ପରେ ବେଳେ ବେଳେ କମ୍ପାର୍ଟମେଣ୍ତ ସିନ୍ଡ୍ରୋମ(Compartment Syndrome) ଭଳି ଅତି ସାଂଘାତିକ ଜଟିଳ ସମସ୍ୟା ଦେଖାଯାଏ । ଏହାର ଚିକିତ୍ସା ତୁରନ୍ତ ନ କଲେ ଆମ୍ପୁଟେସନ ବା ଅଙ୍ଗ ଛେଦନ(Amputation) ଦରକାର ହୁଏ । ସଂଯୋଗହୀନତା(Non union) ଓ ବକ୍ର ଯୋଡେଇ(Mal union)ଭଳି ଅସୁବିଧା ମଧ୍ୟ ଦେଖାଯାଏ ।

ଅସ୍ଥି ଭଗ୍ନର ସମସ୍ତ ଜଟିଳତା ଗୁଡିକ ୩ଟି ବିଭାଗରେ ବିଭକ୍ତ କରାଯାଏ । ଏଗୁଡିକ ହେଲା-

#ତୁରନ୍ତ ଜଟିଳ- ଭାଙ୍ଗିବା ସଙ୍ଗେ ସଙ୍ଗେ ଏହା ପ୍ରଦର୍ଶିତ ହୁଏ ।

#ବିଳମ୍ବିତ ଜଟିଳ- ଭାଙ୍ଗିବାର କିଛି ଦିନ ମଧ୍ୟରେ ଦେଖାଯାଏ ।

#ପୁରାତନ ଜଟିଳ- ବହୁତ ଦିନ ଅତିବାହିତ ହେବା ପରେ ଦେଖାଯାଏ ।

{| class="wikitable"

! ତୁରନ୍ତ ଜଟିଳ !! ବିଳମ୍ବିତ ଜଟିଳ !! ପୁରାତନ ଜଟିଳ

| ଦୈହିକ(Systemic)

*ସ୍ଵଳ୍ପ ରକ୍ତ ଶକ୍
|| ଦୈହିକ(Systemic)

*ସ୍ଵଳ୍ପ ରକ୍ତ ଶକ୍() Hypovolumic Shock

*ପ୍ରପ୍ତ ବୟଷ୍କ ଶ୍ଵାସ କ୍ରିୟା ଦୁର୍ଗତି ଲକ୍ଷଣ ପୁଞ୍ଜ(Adult Respiratory Distess Syndrome)

* ଚର୍ବି ଏମ୍ବୋଲିସ୍ମ୍(Fat Embolism)

* ଗଭୀର ଶିରା ଥ୍ରୋମ୍ଵୋସିସ୍(Deep Vein Thrombosis)

* ଫୁସଫୁସିୟ ଲକ୍ଷଣ ପୁଞ୍ଜ(Pulmonary Syndrome)

* ସଂକ୍ରମଣ ବିହୀନ ଆଘାର ଜନିତ ଜ୍ଵର(Asceptic Traumatic Fever)

* ସେପ୍ଟିସେମିଆ(Septicemia),ଖୋଲା ଭଙ୍ଗା ବିଶେଷରେ

* କ୍ରସ୍ ଲକ୍ଷଣ ପୁଞ୍ଜ(Crush Syndrome)
|| ଅଠିକ ଯୋଡେଇ(Imperfect Union)

* ବିଳମ୍ବିତ ଯୋଡେଇ(Delayed Union)

* ଅଯୋଡା(Non union)

* ବିକୃତ ଯୋଡା(Mal Union)

* ଅନ୍ୟ ଅସ୍ଥି ସହ ସଂଯୋଗ(Cross Union)

| ସ୍ଥାନିୟ

*ବଡ ରକ୍ତ ନାଳି ଆଘାତ(Injury to Major Vessels)

*ମାଂସ ପେଶୀ ଓ ପେଶୀ ରଜ୍ଜୁ ଆଘାତ(Tendon Injury)

*ଗଣ୍ଠି ଆଘାତ(Injury to Joint)

*ଭିସେରା ଆଘାତ(Viscera Injury) ||
||ସ୍ଥାନିୟ

* ସଂକ୍ରମଣ(Infection)

* କମ୍ପାର୍ଟମେଣ୍ଟ ଲକ୍ଷଣ ପୁଞ୍ଜ(Compartment Syndrome)
|| ଅନ୍ୟାନ୍ୟ

* ରକ୍ତ ବିହୀନ ତନ୍ତୁ ମୃତ୍ୟୁ(Avascular Necrosis)

* କ୍ଷୁଦ୍ରାକାର(Shortening)

* ଗଣ୍ଥି ଅଚଳ(Joint Stiffness)

* ସୁଡେକ୍ସ୍ ଡିସ୍ଟୋଫି(Sudeck's oteodystrophy)

* ଅସ୍ଥିମଜ୍ଜ ପ୍ରଦାହ(Osteomyelitis)

* ରକ୍ତହୀନ ସଂକୋଚନ(Ischemic Cotracture)

* ପେଶୀପ୍ରଦାହିତ ଅସ୍ଥି ତିଆରି(Myossitis Ossificans)

* ଓଷ୍ଟିଓଆର୍ଥାଇଟିସ୍(Osteoarthritis)

=== ଶିଶୁମାନଙ୍କ ଅସ୍ଥି ଭଗ୍ନ ===