"ଓଡ଼ିଆ କାବ୍ୟ କବିତା" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଜିବନ ବନାନ ଜୀବନ ଓ ଜାପନ ବନାନ ଯାପନ |
ସନ୍ସ୍କ୍ରୁତି ବନାନ ସଂସ୍କୃତି |
||
୩ କ ଧାଡ଼ି:
[[ରାଧାନାଥ ରାୟ]] (୧୮୪୮-୧୯୦୮) ପ୍ରଥମ କବି ଯିଏ କି ନମଧ୍ୟବୟ୍ସ୍କିଅ କାବ୍ୟ କବିତାର ପରମ୍ପରା ବଦଳାଇ ଥିଲେ । ସେ ଏକ ନୂତନ ଧାରାରେ କବିତା ରଚନା କରିବା ଆରମ୍ଭ କରିଥିଲେ । ସେ ବିଦେଶରୁ ଶିକ୍ଷା ଅର୍ଜନ କରି ଥିଲେ । ସେ ନଅ ଗୋଟି କାବ୍ୟ ରଚନା କରି ଥିଲେ । ସେ ଏହି ପରି ଅନେକ ବିଷୟବସ୍ତୁ ଉପରେ ଲେଖଲେଖି କରି ଥିଲେ ଯାହା କି ଗ୍ରୀକ ସୂତ୍ରରୁ ଆଧାରିତ । ତାଙ୍କର ଲେଖା ଶୈଳୀରେ ଦେଶଭକ୍ତିର ମିଶ୍ରଣ ଦେଖିବାକୁ ମିଳିଥାଏ ।
ମଧୁ ସୁଦନ ରାଓ(୧୮୫୩-୧୯୧୨),ଗଙ୍ଗାଧର ମେହେର(୧୮୬୨-୧୯୨୪),ନନ୍ଦକିଶୋର ବଳ(୧୮୭୫-୧୯୨୮) ଓ ଫକିର୍ ମୋହନ ସେନାପତି(୧୮୪୩-୧୯୧୮) ଥିଲେ ରାଧାନାଥ ରାୟଙ୍କ ର ସମକାଳିନ କବି ł ମଧୁ ସୁଦନ ରାଓ ଭଗବାନ ସମ୍ବନ୍ଧିୟ ଓ ଦେଶଭକ୍ତି ବିଷୟ ରେ ରଚନା କରୁଥିଲେ ł ଗଙ୍ଗାଧର ମେହେର ଙ୍କ ରଚନା ଗୁଡିକ ଥିଲା ମହାଭାରତ ଓ ରାମାୟଣ ରୁ ଅଦ୍ରୁତ ł ତାଙ୍କ ରଚନା ଗୁଡିକ ରେ ପୁରାତନ ସହିତ୍ୟ ଓ
|