"ମୟୂରଭଞ୍ଜ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ
୬୩ କ ଧାଡ଼ି:
ମୟୂରଭଞ୍ଜ ହେଉଛି [[ଓଡ଼ିଶା]]ର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ ସ୍ଵତନ୍ତ୍ର ଗଡ଼ଜାତ ରାଜ୍ୟ ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା [[ଭାରତ]] ସହିତ ମିଶିଥିଲା ।
 
ଓଡିଶାର ଗଡଜାତଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୁରଭଞ୍ଜମୟୂରଭଞ୍ଜ ମଧ୍ୟ ମୟୁରମୟୂର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ।ଜଣାଯାଏ । [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ଅନୁସାରେ , ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର [[ଜୟପୁର]] ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵ କରୁଥିଲେ।ପ୍ରଥମେକରୁଥିଲେ । ପ୍ରଥମେ ଏହାର ନାମଥିଲା ହରିହରପୁର।ହରିହରପୁର । [[ମୟୁରମୟୂର]] ଥିଲା ରାଜବଂଶର ସଙ୍କେତ ଏବଂ ରାଜା ମାନେ ଥିଲେ '''ଭଞ୍ଜବଂଶ'''।ତେଣୁ। ତେଣୁ ତାହା ପରେ ମୟୁରଭଞ୍ଜମୟୂରଭଞ୍ଜ ନାମରେ ପରିଚିତ ହେଲା।ହେଲା ।
 
ଗଜପତି ରାଜାଙ୍କ ରାଜତ୍ଵରେ ନୀଳଗିରି, ସିଂହଭୂମି, ବରାହଭୂମି, ପଥରାଇ, ନରସିଂହପୁର, ସାରଣ୍ଡା, କେନ୍ଦୁଝର ଆଦି ଏବଂ ସିଂହଭୂମି, ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା।କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି।ହୋଇଯାଇଛି ।
ଭାଷାକୋଷରେ ମୟୁରଭଞ୍ଜର ନାମ ସଂମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ।ମୟୁରଭଞ୍ଜରମିଳେ । ମୟୂରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା '''ମୟୁରଧ୍ଵଜମୟୂରଧ୍ଵଜ'''।ସେହି । ସେହି 'ମୟୁରଧ୍ଵଜମୟୂରଧ୍ଵଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ '''ମୟୁରଭଞ୍ଜମୟୂରଭଞ୍ଜ '''ହେଇଥିଲା।ହେଇଥିଲା ।
 
== ଭୂଗୋଳ ==