"ମୟୂରଭଞ୍ଜ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅତିରିକ୍ତ ଛାଞ୍ଚ ହଟାଗଲା
→‎ଇତିହାସ: ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
୬୨ କ ଧାଡ଼ି:
== ଇତିହାସ ==
ମୟୂରଭଞ୍ଜ ହେଉଛି [[ଓଡ଼ିଶା]]ର ସର୍ବବୃହତ ଜିଲ୍ଲା । ପ୍ରଥମେ ଏହା ଏକ ସ୍ଵତନ୍ତ୍ର ଗଡ଼ଜାତ ରାଜ୍ୟ ଥିଲା ତଥା ଏଥିରେ ରାଜତନ୍ତ୍ର ଥିଲା । ୧୯୫୦ ମସିହାରେ ଏହା [[ଭାରତ]] ସହିତ ମିଶିଥିଲା ।
 
ଓଡିଶାର ଗଡଜାତ ରାଜ୍ୟମାନଙ୍କ ମଧ୍ୟରେ ପ୍ରାଚୀନତମ ଓ ପ୍ରଧାନ ମୟୁରଭଞ୍ଜ ମଧ୍ୟ ମୟୁର ଶବ୍ଦକୁ ନେଇ ସୃଷ୍ଟି ହେଇଥିବାର ଜଣାଯାଏ।ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଅନୁସାରେ ,ଆଜିଠୁଁ ପ୍ରାୟ ୨୦୦୦ ବର୍ଷତଳେ ରାଜପୁତନାର ଜୟପୁର ରାଜବଂଶର ଜଣେ ରାଜପୁରୁଷ ଏହି ରାଜ୍ୟ ସ୍ଥାପନ କରି ସେଠାରେ ରାଜତ୍ଵ କରୁଥିଲେ।ପ୍ରଥମେ ଏହାର ନାମଥିଲା ହରିହରପୁର।ମୟୁର ଥିଲା ରାଜବଂଶର ସଙ୍କେତ ଏବଂ ରାଜା ମାନେ ଥିଲେ ଭଞ୍ଜବଂଶୀ।ତେଣୁ ତାହା ପରେ ମୟୁରଭଞ୍ଜ ନାମରେ ପରିଚିତ ହେଲା।
 
ଗଜପତି ରାଜାଙ୍କ ରାଜତ୍ଵରେ ନୀଳଗିରି,ସିଂହଭୂମି,ବରାହଭୂମି,ପଥରାଇ,ନରସିଂହପୁର,ସାରଣ୍ଡା,କେନ୍ଦୁଝର ଆଦି ଏବଂ ସିଂହଭୂମି,ମାନଭୂମି ଅଞ୍ଚଳ ମାନ ଏହିରାଜ୍ୟର ଅନ୍ତର୍ଗତ ଥିଲା।କାଳକ୍ରମେ ସେହି ସବୁ ରାଜ୍ୟ ମୟୁରଭଞ୍ଜରୁ ବିଚ୍ଛିନ୍ନ ହୋଇଯାଇଛି।
ଭାଷାକୋଷରେ ମୟୁରଭଞ୍ଜର ନାମ ସଂମ୍ପର୍କରେ ଆଉ ଏକ ପ୍ରସଙ୍ଗ ମଧ୍ୟ ମିଳେ।ମୟୁରଭଞ୍ଜର ଏକ ପୂର୍ବତନ ରାଜବଂଶର ଉପାଧି ଥିଲା ''ମୟୁରଧ୍ଵଜ'''।ସେହି 'ମୟୁରଧ୍ଵଜ ରାଜବଂଶର ଗର୍ବଭଞ୍ଜନ କରି ସିଂହାସନ ଅଧିକାର କରିଥିବାରୁ ପରବର୍ତ୍ତୀ ରାଜବଂଶର ନାମ ମୟୁରଭଞ୍ଜ ହେଇଥିଲା।
 
== ଭୂଗୋଳ ==