"ଈ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Psubhashish (ଆଲୋଚନା | ଅବଦାନ) No edit summary |
ଟିକେ Robot: Cosmetic changes |
||
୩ କ ଧାଡ଼ି:
'''ଈ''' [[ଓଡ଼ିଆ ବର୍ଣ୍ଣମାଳା]]ର ଏକ [[ସ୍ଵର ବର୍ଣ୍ଣ]] । ଏହା ୪ର୍ଥ [[ସ୍ଵର ବର୍ଣ୍ଣ]] ବର୍ଣ୍ଣ ଏହାର ନାମ "ଦୀର୍ଘ ଇ" । ଏହାର ମାତ୍ରା " ୀ " [[ବ୍ୟଞ୍ଜନ ବର୍ଣ୍ଣ]]ର ଉପରେ ଦିଆହୋଇଥାଏ । ଏହାକୁ ଦେଶିୟ [[ଅବଧାନ]]ମାନେ ଚିତା କହିଥାନ୍ତି ।
== ଉଚ୍ଚାରଣ ==
ଏହାର ଉଚ୍ଚାରଣ ସ୍ଥାନ ତାଳୁ ।<ref name=gopal/>
== ଇତିହାସ ଓ ପୁରାଣ ==
== ବ୍ୟବହାର ==
"[[ଇ]]" ଯୁକ୍ତ ଦେଶଜ ଶବ୍ଦ ମାନଙ୍କରେ 'ଈ' ଯୁକ୍ତ ହୋଇ ମଧ୍ୟ ଭାଷାରେ ବ୍ୟବହାର ହୋଇଥାଏ । ଅତଏବ "ଇ" କିମ୍ବା "ଈ" କାର ଥିବା ଦେଶଜ ଶବ୍ଦ ମାନଙ୍କ ପାଇଁ "ଈ" ଲାଗିଥାଏ ।
=== ବିଶେଷଣ ===
ଯେଉଁ ଶବ୍ଦ ଶେଷରେ "ଈ କାର" (" ୀ ") ଲାଗିଥାଏ ତାହାକୁ "ଈକାରାନ୍ତ" ଶବ୍ଦ କୁହାଯାଏ ।
=== ପ୍ରତ୍ୟୟ ===
ସାଧାରଣ ଅକାରାନ୍ତ ଶବ୍ଦରେ "ଈ" ଯୋଗ ହେଲେ ତାହା ସ୍ତ୍ରୀଲିଙ୍ଗ ହୋଇଥାଏ ।
:ଯଥା - ନଟ - ନଟୀ, ନର - ନାରୀ, ଛାଗ - ଛାଗୀ, ନଦ - ନଦୀ
=== "ଈ" କାର (" ୀ ") ===
[[ବ୍ୟଞ୍ଜନ ବର୍ଣ୍ଣ]]ରେ "ଈ" କାର (" ୀ ") ମାତ୍ରା ଯୋଗ ହୋଇଥାଏ । ଆଗକାଳରେ [[ଚାହାଳି]]ରେ [[ଅବଧାନ]]ମାନେ ଏହାକୁ ''ଆଙ୍କୁଡ଼ି'' ବା ''ଆଙ୍କୁଶି'' ବୋଲି ବୁଝାଇଥାନ୍ତି ।
୨୪ କ ଧାଡ଼ି:
:ଯଥା: ଘଟ - ଘଟୀ, ଚାଳ - ଚାଳୀ <ref name=gopal>[[ଗୋପାଳ ପ୍ରହରାଜ|ପ୍ରହରାଜ, ଗୋପାଳ]]. [http://cbioc.eas.asu.edu/cbioc/chitta/bhashakosha/Garbhagruha/Purnachandra%20Bhashakosha%20Vol%20I/Bhashakosha%20I-3,%20801-1193%20%28end%20vol%29.pdf ''[[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]]'']. ଦ୍ଵିତୀୟ ଖଣ୍ଡ. [[ବିଶ୍ଵନାଥ କର]]. [[କଟକ]]. ପୃ. ୮୮୫ (୧୯୩୩)</ref>
== କମ୍ପ୍ୟୁଟର କୋଡ଼ ==
ଆଇ.ପି.ଏ. କୋଡ଼ ସାରଣୀ ଏକ୍ସଟେନସନରୁ [[ଇଉନିକୋଡ଼]]ରେ ଏହାର କୋଡ଼ ବିନ୍ଦୁ ହେଲା U+0B08 ଓ "ଈକାର" (" ୀ ") ର କୋଡ଼ ହେଲା : 0B40<ref name="unicode">[http://www.unicode.org/charts/PDF/U0B00.pdf Oriya: Range 0B00-0B7F]The Unicode Standard 6.0. 1900-2001. ''Unicode.Inc</ref>
== ଆଧାର ==
{{reflist}}
[[
[[
[[
|