"କୋଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ →‎କେତେକ କୋଳିର ପରିଚୟ: ସଜାଣି ଓ ସଂଶୋଧନ
୨୧ କ ଧାଡ଼ି:
|-
|'''ନର କୋଳି'''
||ଏହାର ଶାଖା ପ୍ରଶାଖା କଣ୍ଟାଯୁକ୍ତ ହୋଇ ନ ଥାଏ। ଫଳର ଆକାର ତୁଳନାରେ ମଞ୍ଜି ବହୁତ ବଡ଼ ଓ ଟାଣ ହୋଇଥାଏ। ପତ୍ର ଲମ୍ବାଳିଆ, ପାଖାପାଖି ଇଞ୍ଚେ ଦେଢ଼ଇଞ୍ଚ ଲମ୍ବର ହୋଇଥାଏ। ଏହାକୁ କେତେକ ଜାଗାରେ ଅଁଳା କୋଳି, ଅଅଁଳା କୋଳି ବୋଲି ମଧ୍ୟ କହିଥାନ୍ତି। ତେବେ ଏହା [[ତ୍ରିଫଳା]]ର ଘଟକ ଦ୍ରବ୍ୟ [[ଅଁଳା]] ଠାରୁ ଭିନ୍ନ ଅଟେ। ଅଁଳାର ସଂକ୍ଷିପ୍ତ ପରିଚୟ ଏହି ସାରଣୀରେ ଦ୍ରଷ୍ଟବ୍ୟ।
||ମାର୍ଗଶିର ପୌଷ ଆଡ଼କୁ କଞ୍ଚାଫଳ ଧରେ। ମାଘ ସପ୍ତମୀ ବେଳକୁ ପାକଳ ହୁଏ, ପାଚେ ନାହିଁ।
|| ପାକଳ ହେବା ପରେ ଏହାର ରଙ୍ଗ ହଳଦିଆ, ସବୁଜ ଓ ଧଳାର ମିଶାମିଶି ରଙ୍ଗ ହୋଇଥାଏ ଓ ଖାଇଲେ ଖଟାଳିଆ ଲାଗେ। କଷି ଅବସ୍ଥାରେ ଏହା ଫିକା ଶାଗୁଆ ରଙ୍ଗର ଦେଖାଯାଏ ଓ ଖାଇଲେ କଷାଳିଆଲାଗେ।
ଏହାକୁ ପାକଳ ଅବସ୍ଥାରେ ସିଧା ଖିଆଯାଏ।
|| ଏଥିରୁ ସୁସ୍ୱାଦୁ ଆଚାର କରାଯାଏ। ଏହିକୋଳିକୁ ଲୁଣଗୋଳାଇ ଖରାରେ ଶୁଖାଯାଏ। ନରମ ହୋଇଗଲା ପରେ ଏହାକୁ ଖିଆଯାଏ। ମାଣବସା ଗୁରୁବାର ଦିନ ଏହାର ଡାଳଖଣ୍ଡେ ପୂଜା କାମରେ ଲାଗେ।
||
|| [[Image:Phyllanthus_acidus2.jpg|100px]][[Image:Phyllanthus_acidus2.jpg|100px]][[Image:Indian Gooseberry.JPG|100px]][[Image:Otaheite gooseberry.JPG|100px]]
|-
|'''ତୁତ୍ କୋଳି'''
୮୯ କ ଧାଡ଼ି:
||କଞ୍ଚାବେଳେ ସବୁଜ ଦେଖାଯାଏ, ଖାଇଲେ କଷା ଓ ଖଟାଲାଗେ, ପାଚିଲେ, ହଳଦିଆମିଶା ଫିକା ସବୁଜ ହୁଏ ଓ ଖଟାରସଯୁକ୍ତ ସାମାନ୍ୟ ମିଠା ହୋଇଥାଏ।
||ଏହାକୁ ଆଚାର କରାଯାଏ।
|| [[Image:IndianPhyllanthus Gooseberryofficinalis.JPGjpg|100px]]
|-
|'''ସଲରାକୋଳି'''
"https://or.wikipedia.org/wiki/କୋଳି"ରୁ ଅଣାଯାଇଅଛି